fbpx

ପ୍ରାଣ ପ୍ରତିଷ୍ଠା ପୂର୍ବରୁ କିପରି ଭାଇରାଲ ହେଲା ରାମଲଲାଙ୍କ ମୂର୍ତ୍ତି, ତଦନ୍ତ ଦାବୀ କଲେ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ

Advertisement

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ ଯେତେ ଯେତେ ପାଖେଇ ଆସୁଛି ଦେଶବାସୀଙ୍କ ମନରେ ସେତେ ସେତେ ଉତ୍କଣ୍ଠା ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାମଲଲାଙ୍କ ପୂର୍ଣ୍ଣ ଅବୟବ ସାମ୍ନାକୁ ଆସିଯାଇଛି । କିନ୍ତୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ ସତୈନ୍ଦ୍ର ଦାଶ ।

ରାମଲଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା । ସେ କହିଛନ୍ତି କିଭଳି ଓ କିପରି ରାମଲଲାଙ୍କ ମୁଖମଣ୍ଡଳର ଫଟୋ ଭାଇରାଲ ହେଲା । ଏହାକୁ ନେଇ ତଦନ୍ତ କରାଯାଉ ବୋଲି ସେ ଦାବୀ କରିଛନ୍ତି ।

Get real time updates directly on you device, subscribe now.