ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ଟନେଲ: ୩୦ ମିଟରର ଗାତ ସୃଷ୍ଟି

ବୌଦ୍ଧ: ଭୁଶୁଡ଼ିଲା ଖୋର୍ଦ୍ଧା- ବଲାଙ୍ଗିର ନିର୍ମାଣାଧୀନ ଟନେଲ । ଆଡେଣିଗଡ଼ଠାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ।

୩୦ ମିଟରର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା । ପ୍ରାୟ ୪ କି.ମି. ଦୀର୍ଘ ବିଶିଷ୍ଟ ନିର୍ମାଣାଧୀନ ଟନେଲ । କିଛିଦିନ ତଳେ ବ୍ରେକଥ୍ରୋ ହୋଇଥିଲା ଟନେଲ ।

ଅନ୍ୟପକ୍ଷେ ଟନେଲ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା କହିଛି ପୂର୍ବତଟ ରେଳୱେ ପକ୍ଷରୁ କୁହାଯାଇଛି ।

ଘଟଣାବେଳେ ସେଠାରେ କୌଣସି ଶ୍ରମିକ ନ ଥିବା କହିଛି ବିଭାଗ ।