ରାଉରକେଲା: ଜମି କେଳେଙ୍କାରୀରେ ଶିକ୍ଷୟିତ୍ରୀ ଗିରଫ । ୨ କୋଟି ୮୩ ଲକ୍ଷ ଠକେଇ କରିଥିବା ଅଭିଯୋଗ ।
ଜଣେ ବିଲ୍ଡର ସହ ମିଶି ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ଲୋକଙ୍କୁ ଠକୁଥିବା ଅଭିଯୋଗ ସାମ୍ନାକୁ ଆସିଛି ।
ଶିକ୍ଷୟିତ୍ରୀ, ସ୍ୱାମୀଙ୍କ ସହ ୩ ଜଣଙ୍କୁ ବାନ୍ଧିଛି ସ୍ଥାନୀୟ ପୋଲିସ । ଦୀର୍ଘ ଦିନ ଧରି ଜମି ଲୋଭ ଦେଖାଇ ଲୋକଙ୍କୁ ଶୋଷଣ କରିଚାଲିଥିଲେ ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ।