କଟକ ଯୋବ୍ରା ଦୁର୍ଗା ମଣ୍ଡପ ଛକରେ ଜଣେ ବ୍ୟବସାୟୀଙ୍କୁ ଛୁରିମାଡ଼ । ଆକ୍ରମଣରେ ବ୍ୟବସାୟୀଙ୍କ ବେକରେ ଗୁରୁତର ଆଘାତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଛୁରିମାଡ଼ । ଅଭିଯୁକ୍ତକୁ ମାଲଗୋଦାମ ଥାନାରେ ଅଟକ ।
Prev Post
Next Post