ଲୁଙ୍ଗୀ ପିନ୍ଧା ସ୍ୱାମୀ ଦରକାର… ୩ ଛୁଆ ସହ ସାଉଥରେ ସେଟେଲ୍ ଅଭିନେତ୍ରୀଙ୍କ ସ୍ୱପ୍ନ,
ମୁମ୍ବାଇ: ପରଦାରେ ଦର୍ଶକଙ୍କ ମନ କିଣୁଛି ଜାହ୍ନବୀ କପୁର ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ପରମସୁନ୍ଦରୀ’। ଫିଲ୍ମର ପ୍ରଚାର ପାଇଁ ଦୁଇ ଷ୍ଟାର ଜୋରସୋରରେ ଲାଗିଛନ୍ତି। ଏହି ସମୟରେ ଫିଲ୍ମର ପ୍ରଚାର ପାଇଁ କପିଲ…