ବ୍ରହ୍ମପୁର ପୋଲିସର ପ୍ରଶଂସନୀୟ ପଦକ୍ଷେପ: ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଯମରାଜଙ୍କ ବାର୍ତ୍ତା

ବ୍ରହ୍ମପୁର, ୨୩ା୧ (ଓଡିଶା ଭାସ୍କର): ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଯମରାଜ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସ୍ୱୟଂ ଯମରାଜ ମର୍ତ୍ତ୍ୟମଣ୍ଡଳରେ…

ଅସଲି ଖୋଳରେ ନକଲି ଜର୍ଦ୍ଦା

ଜଳେଶ୍ୱର,୨୩ ।୧(ଓଡିଶା ଭାସ୍କର): ରାଜ୍ୟରେ ଗତକିଛି ଦିନ ହେବ ଭେଜାଲ ମାଲ୍ ଜବତ ହେବାରେ ଲାଗିଛି । ଜର୍ଦ୍ଦାରୁ ଆରମ୍ଭ କରି ପନିର, ସସ୍ ଆଦି ନକଲି ମାଲ୍ ଜବତ ହୋଇଛି । ଏହାରି ମଧ୍ୟରେ ଜଳେଶ୍ୱର ମାଛ ମାର୍କେଟ୍ ନିକଟରୁ…

ରିମାଣ୍ଡରେ ଗଲା କିଡନୀ ଦଲାଲ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): କିଡନୀ କେଳେଙ୍କାରୀ ମାମଲାରେ ଆଉ ୩ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ । ଏହି ମାମଲାର ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ପୋଲିସ । ଡାକ୍ତରଙ୍କ…

ଭୁବନେଶ୍ୱରରେ ପହଞ୍ଚିଲା ପ୍ରାୟ ଦେଢଲକ୍ଷ ଟିକା

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ସାରା ଦେଶରେ କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଚାଲିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ପ୍ରାୟ ଦେଢ ଲକ୍ଷ କରୋନା ଟିକା ପହଞ୍ଚିଛି । ୧ ଲକ୍ଷ ୪୯ ହଜାର ୭୬୦ଟି କୋଭାକ୍ସିନ…

ସଂଗ୍ରାମୀଙ୍କୁ ଜନ୍ମଦିନର ଉପହାର: ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ, ୨୩ା୧ (ଓଡିଶା ଭାସ୍କର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ…

ଶୀତଦିନେ ମୂଳା ଖାଇବାକୁ ଭୁଲନ୍ତୁ ନାହିଁ, ମିଳିଥାଏ ଏହିସବୁ ଫାଇଦା

ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଥଣ୍ଡା ସିଜିନରେ ମୂଳ ସବୁଆଡ଼େ ପ୍ରାୟତଃ ଲପଲବ୍ଧ ହୋଇଥାଏ । ମୂଳାରେ କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ଆଦି ରହିଛି । ତେଣୁ ଏହା ଶରୀରରେ…