ଲଜ୍ଜାଜନକ ଘଟଣା: ୧୩ ବର୍ଷର ନାବାଳିକାଙ୍କୁ ୩ ଦିନ ଧରି ଦୁଷ୍କର୍ମ କଲେ ୯ ଅଭିଯୁକ୍ତ

ଉମରିଆ, ୧୭ା୧: ମଧ୍ୟପ୍ରଦେଶର ଉମରିଆ ଅଞ୍ଚଳରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ୧୩ ବର୍ଷର ଜଣେ ନାବାଳିକାଙ୍କୁ ଲଗାତର ୩ ଦିନ ଧରି ୯ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଉଛି,…

ଭୁବନେଶ୍ୱରରେ ଶୁଭ୍ରା କୁଣ୍ଡୁ: ଖୋଲିବ ରୋଜଭ୍ୟାଲି ଠକେଇର ଗୁମର

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଖୋଲିବ ରୋଜଭ୍ୟାଲି ଚିଟଫଣ୍ଡର ଗୁମର । ଆଜି କୋଲକତାରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ । ୪୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ…

ହଟିଲା କୋଭିଡ କଟକଣା: ୨୧ରୁ ଭକ୍ତ କରିିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ, ୧୭ା୧ (ଓଡିଶା ଭାସ୍କର): ଏଣିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ବାଧ୍ୟତାମୂଳକ ହେବନି । ଆସନ୍ତା ୨୧ ତାରିଖଠାରୁ ଭକ୍ତମାନେ ବିନା ରିପୋର୍ଟରେ କରିପାରିବେ…

ଲଜ୍ଜା :ବିବାହ ପୂର୍ବରୁ କନ୍ୟାର ମା’ ସହ ଫେରାର ହୋଇଗଲେ ବରର ପିତା

ପ୍ରେମ ଅନ୍ଧ ବୋଲି କୁହାଯାଏ, କିନ୍ତୁ କେତେ ଅନ୍ଧ ତାହା କହିବା କଷ୍ଟ । ପ୍ରେମ କେବଳ ଯେ ଯୌବନରେ ମିଳିବ, ତାହା ଜରୁରୀ ନୁହେଁ । ତାହା ଆପଣଙ୍କୁ ବାର୍ଦ୍ଧକ୍ୟରେ ମଧ୍ୟ ହୋଇପାରେ । ଏପରି ଏକ ଘଟଣା ଗୁଜୁରାଟର ସୁରତ…

ବାଇକ୍ ଯାଞ୍ଚ କରିବାକୁ ଆସି ପୋଲିସ ହଟହଟା: ଆଇଆଇସିଙ୍କୁ ମାଡ଼

ପୁରୀ, ୧୭ା୧ (ଓଡିଶା ଭାସ୍କର): ବାରମ୍ବାର ପୋଲିସ ଅବହେଳାର ଶିକାର ହୋଇଆସୁଥିବା ଗୋଟିଏ ପରିବାରର ଅସେନ୍ତାଷ ଶେଷରେ ଉଗ୍ରରୂପ ଧାରଣ କରିଛି । ଏହି ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ଆଇଆଇସି । ବାଇକ ଯାଞ୍ଚକୁ ନେଇ ଲଳିତା…

କରୋନାରେ ଜଣେ ମୃତ, ୧୮୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୮୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୬ ଓ ସ୍ଥାନୀୟ ଅଞ୍ଚଳରୁ…