କେନ୍ଦ୍ର ସରକାର ଓ କୃଷକଙ୍କ ଆଲୋଚନା, ଆଜିବି ବାହାରିଲାନି କୌଣସି ନିସ୍କର୍ଷ
ନୂଆଦିଲ୍ଲୀ, ୫ା୧୨ (ଓଡିଶା ଭାସ୍କର):କେନ୍ଦ୍ର ସରକାର ଓ କୃଷକଙ୍କ ଆଲୋଚନା ଶେଷ ହୋଇଛି ।ମାତ୍ର ଆଜିବି ବାହାରିଲାନି କୌଣସି ନିସ୍କର୍ଷ । ଡିସେମ୍ବର ୯ରେ ପୁଣି ହେବ ଆଲୋଚନା । ସୂଚନା ଯୋଗ୍ୟ ଯେ କୃଷି ଆଇନକୁ ବିରୋଧ…