ଲାଞ୍ଚୁଆ ଆଇଟିଆଇ କଲେଜ ପ୍ରିନ୍ସିପାଲ ଗିରଫ

ନୂଆପଡ଼ା, ୧୮ା୮(ଓଡ଼ିଶା ଭାସ୍କର): ନୂଆପଡ଼ା ଖରିଆର ରୋଡ଼୍ ଆଇଟିଆଇ କଲେଜ ପ୍ରନ୍ସିପାଲ ଗିରଫ ହୋଇଥିବା ସୂଚନା ମିଳିଛି । ପ୍ରିନ୍ସିପାଲ ବିଭୂତି ଭୂଷଣ ସାହୁଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ । ସେହି କଲେଜର କର୍ମଚାରୀ…

୩ଦିନ ଭିତରେ ପ୍ରସ୍ତୁତ ହେବ କରୋନା ପାଇଁ ନିର୍ବାଚନ ଗାଇଡ଼ଲାଇନ

ନୂଆଦିଲ୍ଲୀ, ୧୮ା୮: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ କରୋନା ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ନିର୍ଦ୍ଦେଶାବଳୀକୁ ଆଜି ମଞ୍ଜୁରି ମିଳିଛି । ନୂଆ ଗାଇଡ଼ଲାଇନକୁ…

୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ! ଉତ୍ତର ଓଡିଶାରେ ପ୍ରବଳ କାଚିବ

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାରଣରୁ କାଲି ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର…

ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, ୧୮ା୮(ଓଡ଼ିଶା ଭାସ୍କର): ଟ୍ୱିନ ସିଟିରେ ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଛି । ପୂଜା ସମୟରେ…

କେବଳ ନିଜ ରାଜ୍ୟର ଲୋକଙ୍କୁ ମିଳିବ ସରକାରୀ ଚାକିରି

ଭୋପାଳ,୧୮ ।୮: ମଧ୍ୟପ୍ରଦେଶ ସରକାରଙ୍କ ସମସ୍ତ ଚାକିରି ଏବେ ରାଜ୍ୟବାସୀଙ୍କ ପାଇଁ ସଂରକ୍ଷିତ ହୋଇ ରହିବ । ଏହି ଘୋଷଣା ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଏଥିପାଇଁ ଆବଶ୍ୟଗତ ଆଇନ…

ଜାରି ହୋଇଥିବା ଦୁଇ ପୋଲିସଙ୍କ ବଦଳି ନିର୍ଦ୍ଦେଶ ବାତିଲ

ଭୁବନେଶ୍ୱର, ୧୮ା୮(ଓଡ଼ିଶା ଭାସ୍କର): ଗତକାଲି କମିସନରେଟ ପୋଲିସରେ ଅଦଳ ବଦଳ ହୋଇଥିଲା । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଥିଲା । କିନ୍ତୁ ଆଜି ସେମାନଙ୍କ ମଧ୍ୟରୁ ଦୁଇ ପୋଲିସଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ…

ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ଲିକ୍

ବାହୁବଳୀ ସୁପରଷ୍ଟାର ପ୍ରଭାସ କେବଳ ସାଉଥ୍ ଇଣ୍ଡଷ୍ଟ୍ରି ନୁହେଁ ବରଂ ସାରା ଭାରତରେ ନିଜର ଜଭରଦସ୍ତ ଅଭିନୟକୁ ନେଇ ପରିଚୟ ସୃଷ୍ଟି କରିଛନ୍ତି । ବାହୁବଳୀ ଓ ସାହୋ ଭଳି ଫିଲ୍ମ ପରେ ପୁଣି ଥରେ ପ୍ରଭାସ ନିଜର ଆଗାମୀ…

ପୋଖରୀରେ ବୁଡ଼ି ମାଆ-ଶିଶୁ ପୁତ୍ର ମୃତ

ନବରଙ୍ଗପୁର, ୧୮ା୮(ଓଡ଼ିଶା ଭାସ୍କର): ନବରଙ୍ଗପୁର ସ୍ଥିତ ରାଇଘର ବ୍ଲକ ହାଟବରଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ପାଣିରେ ବୁଡ଼ି ମାଆ ରୋଶନୀ ଗଣ୍ଡ ଓ ଅଢ଼େଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ନେଇ…