କରୋନାର ଓଡ଼ିଶାରେ ରହିଛି ୪ଟି ଗ୍ରୁପ

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଭାବେ ୫ଦିନ ହେବ ୪୫୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଉ ଏକ…

କରୋନାରେ ଚାଲିଗଲା ୪ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୭ ।୭(ଓଡିଶା ଭାସ୍କର): ସାରା ରାଜ୍ୟ ଏବେ କରୋନା ମହାମାରୀ କବଜାକୁ ଆସିସାରିଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୫୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୩…

ବଡ ଖବର: ରାଜ୍ୟରେ ପୁଣି ୫୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୭ ।୭(ଓଡିଶା ଭାସ୍କର): ରାଜ୍ୟରେ ଆଜି ନୂଆ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୪୦୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ଚିହ୍ନଟ…

ଦେଶରେ ୭ ଲକ୍ଷ ଟପିଲା ପଜିଟିଭଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭ ।୭: ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର…

ଦୋକାନୀଙ୍କ ପାଇଁ ନୂଆ କଟକଣା

ଗଞ୍ଜାମ,୭/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାର ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଛି। ଏନେଇ ସେଠାକାର ଦୋକାନୀଙ୍କ ପାଇଁ ନୂଆ କଟକଣା ଲାଗୁ ହୋଇଛି।…

ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ

ଦେବଗଡ଼, ୭/୭(ଓଡ଼ିଶା ଭାସ୍କର):  ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତାଙ୍କର ୪ଟି ସ୍ଥାନରେ ରେଡ୍ ପଡିଥିବା ସୂଚନା…

ଥାଇରଏଡ଼ ରୋଗୀ କଣ ଖାଇବେ ଓ ନଖାଇବେ , ଜାଣନ୍ତୁ

ଥାଇରଏଡ଼ ଭଳି ସମସ୍ୟା ଏବେ ପ୍ରାୟ ଲୋକଙ୍କ ପାଖେ ଦେଖାଯାଉଛି। ଏଥି ପାଇଁ ମେଡ଼ିସିନ ଓ  ଚିକିତ୍ସା ମଧ୍ୟ ରହିଛି। ତଥାପି ଆମେ ସତର୍କ ରହିବା ଜରୁରୀ ହୋଇପଡିଛି। ନଚେତ ସମସ୍ୟା ଦେଇ ଗତି କରିବାକୁ ପଡିବ। ତେଣୁ ଆମର…