Lado Lakshmi Yojana: ସିଏମଙ୍କ ବଡ଼ ଘୋଷଣା, ସେପ୍ଟେମ୍ବର 25ରୁ ମହିଳାମାନେ ମାସକୁ ପାଇବେ 2100 ଟଙ୍କା
ହରିୟାଣା: ଏବେ ମହିଳାମାନଙ୍କର ବଲ୍ଲେ ବଲ୍ଲେ । ଆସିଲା ଲାଡୋ ଲକ୍ଷ୍ମୀ ଯୋଜନା । ଘରର ଲକ୍ଷ୍ମୀଙ୍କୁ ମଜବୁତ କରିବ ଏହି ଯୋଜନା । ଫଳରେ ସେପ୍ଟେମ୍ବର 25 ରୁ ମହିଳାମାନେ ପାଇବେ 2100 ଟଙ୍କା । ଏହି ଯୋଜନା ହରିୟାଣାରେ…