‘ଭୋଟ ପରେ ରାସନ ଏବଂ ଆଧାର ବି ଛଡାଇନେବେ..’, ବିଜେପିକୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ମହାଗଠବନ୍ଧନ ବିହାରରେ SIR ବିରୋଧରେ ଏକ ଭୋଟର ଅଧିକାର ଯାତ୍ରା ଆୟୋଜନ କରୁଛି। ରାଲିର 12ତମ ଦିନରେ, ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ସୀତାମାଢ଼ିର ଜାନକୀ ମାତା ମନ୍ଦିର ପରିଦର୍ଶନ କରି ଯାତ୍ରା ଆରମ୍ଭ…

ଆଶ୍ଚର୍ଯ୍ୟ! ୫୫ ବର୍ଷରେ ୧୭ତମ ଛୁଆର ମା’ ହେଲେ ମହିଳା, ମୁଣ୍ଡରେ ହାତ ଦେଲେ ଡାକ୍ତର

ନୂଆଦିଲ୍ଲୀ: ଛୋଟ ପରିବାର, ଖୁସି ପରିବାର...ସମସ୍ତେ ଏହି ଧାଡିଟି ନିଶ୍ଚୟ ଶୁଣିଥିବେ। ଆପଣ ଏହାର ବିଜ୍ଞାପନ ମଧ୍ୟ ଦେଖିଥିବେ। ନଚେତ ଆମେ ଦୁଇ ଆମର ଦୁଇ, ଏବେ ଦୁଇ ତ ବହୁତ ଅଧିକ ହୋଇଯାଉଛି। ଆମ ଦୁଇ ଆମର ଏକ ଟ୍ରେଣ୍ଡ…

ନୂଆଁଖାଇ ତିହାର: ମାଆ ସମଲେଇଙ୍କ ପାଖରେ ଲାଗିଲା ନବାନ୍ନ, ପିଠା-ମିଠାରେ ମହକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆମ ଓଡ଼ିଶାରେ ୧୨ ମାସରେ ୧୩ ଓଷା। ସେଥି ମଧ୍ୟରୁ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ। ସାରା ପଶ୍ଚିମ ଓଡ଼ିଶା ଆଜି ମିଠା-ପିଠାରେ ମହକୁଛି। ଏହାରି ମଧ୍ୟରେ ବର୍ତ୍ତମାନ ମାଆ ସମଲେଇଙ୍କ ପାଖରେ…

ଫାଟିଲା ବାଦଲ, ଧସିଲା ପାହାଡ଼, ମାଡ଼ି ଆସିଲା ବନ୍ୟା; ଜମ୍ମୁ-କାଶ୍ମୀରରେ ୪୧ ଜଣଙ୍କ ମୃତ୍ୟୁ, ମାଟି ତଳୁ ଏବେ ବି ଚାଲିଛି ଜୀବନ ଖୋଜା

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ପ୍ରକୃତ୍ତିର ତାଣ୍ଡବ । ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ତ୍ରାହି ତ୍ରହି ଡାକୁଛନ୍ତି ଲୋକେ। ଏପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି…

କରଜରେ ବୁଡ଼ିଗଲା ସବୁ କିଛି, ପରିସ୍ଥିତି ହେଲା ଅସମ୍ଭାଳ, ତଥାପି ଭାଙ୍ଗି ପଡ଼ିନଥିଲେ ବିଗ୍‌-ବି

ମୁମ୍ବାଇ: ବଲିଉଡ୍‌ରେ କେବଳ ତାଙ୍କ ନାଁ କାଫି। ତାଙ୍କ କଥା ଏବଂ ତାଙ୍କ ଚରିତ୍ର ଦର୍ଶକଙ୍କ ତାଳିମାଡ଼ରେ ସିନେମା ହଲ କମ୍ପିଉଠେ। ସାରା ଦୁନିଆ ତାଙ୍କୁ ବିଗ୍ ବି ନାମରେ ଜାଣି। ତାଙ୍କ ଚରିତ୍ର ଆଗରେ ବଡ଼ ବଡ଼ ହିରୋ ମଧ୍ୟ…

ଗଣେଶ ଚତୁର୍ଥୀରେ ଯଦି ଭୁଲରେ ବି ଦେଖିଦେଇଛନ୍ତି ଜହ୍ନ, ତେବେ ତୁରନ୍ତ କରନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ଗତକାଲି ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ଦିନଟି ଗଣେଶ ଜନ୍ମୋତ୍ସବ ଭାବରେ ଜଣାଶୁଣା। ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପାଳନ କରାଯାଏ। ଗଣେଶ…

ୟୁରିକ୍ ଏସିଡର ଚିହ୍ନ ବର୍ଣ୍ଣ ଗାୟବ କରିଦେବ ଏହି ସବୁଜ ପତ୍ର; ଏହାକୁ ଚୋବାଇଲେ ହେବ ଚମତ୍କାର, ସ୍ବାଦ ବି ଲାଜବାବ୍

ଓଡ଼ିଶା ଭାସ୍କର: ଆଜିକାଲି ହାଇ ୟୁରିକ ଏସିଡର ସମସ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ଶରୀରରେ ୟୁରିକ ଏସିଡର ପରିମାଣ ବୃଦ୍ଧି ପାଏ, ତେବେ ଏହା ଜଅଣ୍ଟ ବା ଗଣ୍ଠିରେ ଜମା ହେବା ଆରମ୍ଭ କରେ ଏବଂ ଏହା ଯୋଗୁଁ…

ରାଗିଗଲେ ମହମ୍ମଦ ଶାମି, ରିଟାୟାରମେଣ୍ଟକୁ ନେଇ ଦେଲେ ବଡ଼ ବୟାନ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଚେତେଶ୍ୱର ପୂଜାରାଙ୍କ ଅବସର ପରେ, ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭବିଷ୍ୟତ ଉପରେ ଅନେକ ପ୍ରଶ୍ନ ଉଠାଯାଉଥିଲା। ସେ ମଧ୍ୟ ଅବସର…

(video) ଟଙ୍କା ସହ ଘର ନେଇଗଲେ, ମାଡ଼ ମାରି ମତେ ଦର ମରା କଲେ, ଗାୟିକା ଆଣିଲେ ବଡ଼ ଅଭିଯୋଗ

ମୁମ୍ବାଇ: ଗାୟିକା ଏବଂ ପୂର୍ବତନ ରେଡିଓ ଜକି ସୁଚିତ୍ରା ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ମଙ୍ଗେତରଙ୍କ ତାଙ୍କୁ ମାର ପିଟ୍ କରିବା ସହ ଶାରେରୀକ ଏବଂ ମାନସିକ ନିର୍ଯାତନା…

୩ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପଶିଗଲେ, ପୋଲିସର ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରୁଥିବା ଖବର ମିଳିଛି। ଏ ସମ୍ପର୍କରେ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ…