OTT ପ୍ଲାଟ ଫର୍ମରୁ କ୍ରାଇମ୍ ଆଇଡିଆ; 10 ବର୍ଷ ଝିଅକୁ 18 ଥର ଛୁରୀ ଭୁଷି ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର
ହାଇଦ୍ରାବାଦ: ଏ କି ଯୁଗ ହେଲା ? OTT ଶିଖି ୧୦ ବର୍ଷର ଝିଅକୁ ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର। ଅପରାଧ ଘଟାଇବା ପାଇଁ ଛାତ୍ର ଜଣକ କାଗଜରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା। ଏହି ଅଘଟଣ 18 ଅଗଷ୍ଟରେ ହୋଇଥିଲା ।…