ଚୁଟି ଝଡ଼ିବା ହୋଇବ ଗାଏବ, ଉଠିବ ନୂଆ ଚୁଟି, ଭିଟାମିନର ଅଭାବ ଚନ୍ଦାପଣକୁ ଆଣିବ ଡ଼ାକି… ଜାଣନ୍ତୁ କ’ଣ ହେଉଛି ସମସ୍ୟା
ଚୁଟି ଆମ ସୁନ୍ଦରତାକୁ ଆହୁରି ବଢ଼ାଇଥାଏ। ଝିଅଙ୍କ ଚୁଟି ଥିଲେ ତାଙ୍କ ସୁନ୍ଦରତା ଦୁଇଗୁଣ ହୋଇଯାଏ। କିନ୍ତୁ ଆଜିର ସମୟରେ, ଚୁଟି ଝଡ଼ିବା ଏକ ସମସ୍ୟା ପାଲଟିଛି। ଯାହା ଅଧିକାଂଶ ଲୋକ ସମ୍ମୁଖୀନ ହେଉଛନ୍ତି। ଝିଅ ହେଉ କି ପୁଅ…