ଓଡ଼ିଆ ଅସ୍ମିତାକୁ ଅପମାନ! ଚଳଚ୍ଚିତ୍ରରେ ‘ଚାରଧାମ’ ବ୍ୟବହାରକୁ କଂଗ୍ରେସର ନିନ୍ଦା

ଭୁବନେଶ୍ୱର: କଂଗ୍ରେସ ଟାର୍ଗେଟରେ ବିଜେପି । ବିଜେପି ନେତା ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ୱାରା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ 'ଚାରଧାମ' ଶବ୍ଦ ବ୍ୟବହାରକୁ ଦୃଢ଼ ବିରୋଧ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ…

OMG! ଦୁର୍ଲଭ କମଳା ରଙ୍ଗର ସାର୍କ, ଇଣ୍ଟରନେଟରେ କରୁଛି ହଇଚଇ, କେଉଁଠୁ ମିଳିଲା ଏ ବିରଳ ମାଛ

ଓଡ଼ିଶାଭାସ୍କର: ଆପଣ କେବେ କମଳା ରଙ୍ଗର ସାର୍କ ଦେଖିଛନ୍ତି କି? ବୋଧ ହୁଏ ନାଁ, ଏହା ଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ କଥାଟି ସତ। ମଧ୍ୟ ଆମେରିକୀୟ ଦେଶ କୋଷ୍ଟାରିକାର ଉପକୂଳରେ ଏକ କମଳା ରଙ୍ଗର ସାର୍କ…

ଶ୍ରେୟସ ଆୟର ହେବେ ଟିମ୍ ଇଣ୍ଡିଆର କ୍ୟାପଟେନ୍, ଟି-୨୦ ଦଳରେ ମିଳିବ ସ୍ଥାନ!

ନୂଆଦିଲ୍ଲୀ: ଯେତେବେଳେ ଶ୍ରେୟସ ଆୟରଙ୍କୁ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନଥିଲା, ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ବହୁତ ସମାଲୋଚନା କରାଯାଇଥିଲା। ହେଲେ ଏବେ ଏହି ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ…

୩୦୮ ଝିଅଙ୍କ ସହ କାଟିଛନ୍ତି ରାତି, ୩ଥର ହୋଇଛନ୍ତି ବାହା, ଦେଶଦ୍ରୋହ ଅଭିଯୋଗରେ ଯାଇଛନ୍ତି ଜେଲ

ଓଡ଼ିଶାଭାସ୍କର: ଅଭିନୟ ତାଙ୍କର ଏକ ଦମ୍ ଜୀବନ୍ତ। ହିରୋ ଠୁ ଆରମ୍ଭ କରି ଭିଲିୟାନ୍ ଚରିତ୍ର ସବୁ ବେଶ ନିଖୁଣ ଭାବରେ ପରଦାରେ ପରିବେଶଣ କରନ୍ତି। ତାଙ୍କ ଅଭିନୟ ପରଦାକୁ ଆସିଲେ ତାଳି ସହ ହଲ ଫାଟି ପଡ଼େ। ଆଉ ସେ ସଞ୍ଜୁ ବାବା…

୧ ଲିଟର ପେଟ୍ରୋଲରେ କେତେ ଟଙ୍କା ଲାଭ କରେ ତୈଳ କମ୍ପାନୀ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି, ଭାରତ ରୁଷିଆନ ତେଲ କିଣିବା ଏବଂ ତା’ପରେ ଆମେରିକା ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲଗାଇବା ଖବରରେ ରହିଛି। ଆମେରିକା ଏବଂ ୟୁରୋପ ଉଭୟ ଅଭିଯୋଗ କରିଛନ୍ତି ଯେ ଭାରତ ରୁଷିଆନଠାରୁ…

ପୁଣି ଜଣେ ମହିଳାଙ୍କୁ ଯୌତୁକ ପାଇଁ ଜୀଅନ୍ତା ଜାଳିଦେଲେ ସ୍ୱାମୀ, ପୋଲିସ ସ୍ୱାମୀ ସହ ପରିବାର ଫେରାର

ଉତ୍ତରପ୍ରଦେଶ: ପୁଣି ଯୌତୁକ ନିର୍ଯ୍ୟାତନା, ପୁଣି ଜଳିଲେ ମହିଳା।  ସ୍ତ୍ରୀ ଦେହରେ ନିଆଁ ଲଗାଇ ଜିଅନ୍ତା ପୋଡ଼ି ମାରିଦେବାକୁ ନରହନ୍ତା ସ୍ୱାମୀର ଉଦ୍ୟମ। ସବୁଠାରୁ ବଡ଼ କଥା ସ୍ୱାମୀ ଜଣକ ଜଣେ ସରକାରୀ ଚାକିରିଆ ଅର୍ଥାତ୍…

ଅଶ୍ୱିନଙ୍କ ଆଇପିଏଲ ଛାଡ଼ିବାରେ ଖୁସି ହୋଇଗଲେ ସ୍ତ୍ରୀ ପ୍ରୀତି, ଲେଖିଲେ ଏହି କଥା

ନୂଆଦିଲ୍ଲୀ: ଆର. ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିଛନ୍ତି। ଅଶ୍ୱିନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରି ସେୟାର କରିଛନ୍ତି। ସେ କହିଛନ୍ତି ଯେ, ସେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର…

ଋଣ ବୋଝରେ କୋଟିପତି ବ୍ୟବସାୟୀ, ନେଲେ ଚରମ ନିଷ୍ପତି, ପୁଅକୁ ବିଷ ଦେଇ ବାପା,ମା’ କଲେ ଆତ୍ମହତ୍ୟା

ଉତ୍ତରପ୍ରଦେଶ: ଗୋଟେ ମୁହୁର୍ତ୍ତରେ ପରିବାର ଶେଷ। ପରିବାର ତିନି ତିନି ସଦସ୍ୟଙ୍କ ଜୀବନ ହାରିଲେ। ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ଝିଅ ଲେଖିକି ପଠାଇଲେ ଶେଷ କଥା। ହ୍ୱାଟ୍ସଆପ୍ ଜରିଆରେ ମା’ଙ୍କୁ ଶେଷ କଥା ଲେଖି ଗୋଟେ…

ବଡ଼ ଅଘଟଣ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସ୍କୁଲ ଶିକ୍ଷକ, ହସ୍ପିଟାଲରେ ମୃତ ଘୋଷଣା

ତେଲକୋଇ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସହକାରୀ ଶିକ୍ଷକ । ପୁଷ୍ପାଞ୍ଜଳି ଦେବା ବେଳେ ତଳେ ପଡ଼ିଗଲେ ଶିକ୍ଷକ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।…

ଭାଗବତ ଜନ୍ମରେ ଚନ୍ଦ୍ରଗ୍ରହଣ, ପୃଥିବୀକୁ ଅଶୁଭ! ସାବଧାନ ରୁହନ୍ତୁ ଏହି ରାଶି

ଭୁବନେଶ୍ବର: ଆସନ୍ତା 6 ମାସ ଭିତରେ ଦୁଇଟି ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ପ୍ରଥମ ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମାରେ ପଡିବାକୁ ଥିବା ବେଳେ ଅନ୍ୟଟି ଆସନ୍ତା ବର୍ଷ ମାର୍ଚ୍ଚ ଅର୍ଥାତ୍ ଦୋଳ ପୂର୍ଣ୍ଣିମାରେ ପଡିବାକୁ…