Video: ବିଚ୍ ରାସ୍ତାରେ ରାହୁଲ ଗାନ୍ଧୀଙ୍କୁ ଯୁବକ କାହିଁକି କଲେ ଖୁଲ୍ଲମଖୁଲ୍ଲା କିସ୍, ଦେଖନ୍ତୁ ଭିଡ଼ିଓ, ହସି ହସି ହେବେ ବେଦମ୍…
ଓଡ଼ିଶା ଭାସ୍କର: ବିହାର ଗସ୍ତରେ ଥିବା କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟିର ଘଟଣା ସାମ୍ନାକୁ ଆସିଛି। ପୂର୍ଣ୍ଣିଆରେ ଏକ ବାଇକ ରାଲି ସମୟରେ ଜଣେ ଯୁବକ ରାହୁଲ…