fbpx

ଭାରତୀୟ ମସଲାରେ କୀଟନାଶକ ଗୁଜବ ଭୁଲ! ଖବରକୁ ଖଣ୍ଡନ କଲା FSSAI

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଭାରତୀୟ ମସଲା ସମ୍ବନ୍ଧୀୟ ସମ୍ପ୍ରତି ଖବରକୁ ଖଣ୍ଡନ କରିଛି ଯେଉଁଥିରେ ମସଲାରେ ଅଧିକ କୀଟନାଶକ ବ୍ୟବହାର କରିବାକୁ ଭାରତ ଅନୁମତି ଦେଇଥାଏ ବୋଲି…

ସାବଧାନ୍! ପଚା-ସଢା ଜିନିଷରୁ ପ୍ରସ୍ତୁତ ହେଉଛି ରୋଷେଇ ମସଲା: ଦୁଇଟି କାରଖାନାରେ ସିଲ୍

ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଜିନିଷର ନକଲି ପ୍ରଡକ୍ଟ ବିକ୍ରି ହେବାରେ ଲାଗିଛି । ବିଶେଷ କରି ଅନେକ ଖାଦ୍ୟ ପଦାର୍ଥରେ ନକଲି ବା ମିଶ୍ରଣ କରାଯାଇ ମାର୍କେଟରେ ବିକ୍ରି ହେଉଥିବା ଦେଖାଯାଉଛି । ତେବେ…

Electronics ଡିଭାଇସରୁ ଆଖିକୁ ଦିଅନ୍ତ ଆରାମ: ନଚେତ୍ ନଷ୍ଟ ହୋଇପାରେ ଆଖି ଦୃଷ୍ଟି ଶକ୍ତି

ଓଡିଶା ଭାସ୍କର: ଆମେ ଦୈନନ୍ଦିନ ଜୀବନରେ ଛୋଟଠାରୁ ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ଡିଜିଟାଲର ବିଭିନ୍ନ ପ୍ଲାଟଫର୍ମ ସହ ଯୋଡି ହୋଇ ରହିଛନ୍ତି । ମୋବାଇଲ, ଟିଭି, ଲାପଟପ, ଟ୍ୟାବ୍ ଇତ୍ୟାଦିରେ ଆମେ ସବୁବେଳେ ନିଜକୁ ବ୍ୟସ୍ତ…

ଛତିଶଗଡ କଂଗ୍ରେସ ପାଇଁ ବଡ ଝଟକା! ଇସ୍ତଫା ଦେଲେ ରାଧିକା ଖେଡା, କରିଲେ ଏପରି ଅଭିଯୋଗ

ନୂଆଦିଲ୍ଲୀ :କଂଗ୍ରେସ ମୁଖପାତ୍ର ରାଧିକା ଖେଡା ରବିବାର ଦିନ ଛତିଶଗଡ ପାର୍ଟି ୟୁନିଟକୁ ଅପମାନିତ କରିଥିବା ଅଭିଯୋଗ ଲଗାଇବା ପରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ,…

ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା କରିଥାଏ ଗୋଟିଏ କପ୍ Green Tea: ଜାଣି ରଖନ୍ତୁ ଏହାର ଫାଇଦା

ଓଡିଶା ଭାସ୍କର: ଆମ ଭାରତବର୍ଷରେ ଚା’ ପିଇବାର ସଂସ୍କୃତି ବହୁତ ପୁରୁଣା । ପ୍ରତ୍ୟେକ ଲୋକଙ୍କର ପ୍ରାୟ ଚା'ବା କଫିରୁ ସକାଳ ଆରମ୍ଭ ହୋଇଥାଏ । ଅନେକ ଏହି ଗରମ ଦିନରେ ମଧ୍ୟ ମାତ୍ରାଧିକ ଚା ବା କଫିକୁ ସେବନ କରିଥାନ୍ତି ।…

ଟ୍ରାକରେ ଡବାକୁ ଛାଡ଼ି ଚାଲିଗଲା ଟ୍ରେନ୍: ଅର୍ଚ୍ଚନା ଏକ୍ସପ୍ରେସ ସହ ବଡ଼ ଦୁର୍ଘଟଣା

ଓଡ଼ିଶା ଭାସ୍କର: ପୁଣିଥରେ ଭାରତୀୟ ରେଲୱେର ଅବହେଳା ମାମଲା ଦେଖିବାକୁ ମିଳିଛି । ଅର୍ଚ୍ଚନା ଏକ୍ସପ୍ରେସ ସହ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ହଠାତ୍ ଟ୍ରାକ ଉପରେ ଯାଉଥିବା ବେଳେ ଇଞ୍ଜିନ୍ ଏବଂ ବଗି ଅଲଗା ହୋଇଯାଇଛି ।…

କେଉଁଠି ପ୍ରକାଶ ପାଇବ ଦଶମ-ଦ୍ୱାଦଶ ପରୀକ୍ଷା ରେଜଲ୍ଟ? CBSE ଜାରି କଲା DigiLocker Access Code

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ନିଜ ପରୀକ୍ଷା ଫଳାଫଳକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହାମଧ୍ୟରେ ସିବିଏସଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଯାଇଛି । ସିବିଏସଇ ତରଫରୁ କୁହାଯାଇଛି ଯେ,…

ଭିକି ପହାଡେ କିଏ? ପୁଞ୍ଚ ଆକ୍ରମଣରେ ଶହୀଦ, ଜନ୍ମଦିନରେ ପୁଅକୁ ଦେଇଥାନ୍ତେ ସରପ୍ରାଇଜ୍

ନୂଆଦିଲ୍ଲୀ: ଗତକାଲି ଜାମ୍ମୁ କାଶ୍ମୀରରୁ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଥିଲା । ପୁଞ୍ଚରେ ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୫ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସନ୍ଧ୍ୟାରେ…

ତାତିରେ ହନ୍ତସନ୍ତ ଲୋକେ : ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ ଛୁଇଁଲା ପାରଦ, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ଯଦିଓ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି। ଆଜି ଦିନ ୨ଟା ୩୦ରେ…

UGC ପକ୍ଷରୁ ଚିଠି: ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ‘ଜେଣ୍ଡର ଚାମ୍ପିୟନ’

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଭିନ୍ନ ପ୍ରୟାସ କରାଯିବା ସହିତ କ୍ରମାଗତ ଭାବେ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏହା ମଧ୍ୟରେ…