fbpx

ଟି-୨୦ ବିଶ୍ୱକପରେ ନୂଆ ଜର୍ସି ପିନ୍ଧି ଖେଳିବେ ଭାରତୀୟ ଖେଳାଳି? ଭାଇରାଲ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ବିଶ୍ୱକପ ପାଇଁ ଭାରତ ୧୫ ଜଣିଆ ଟିମ୍ ଘୋଷଣା କରିସାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ଥର…

(Video) ବ୍ରାଜିଲ ଡଙ୍ଗା ବୁଡ଼ି ଘଟଣା: ପ୍ରବଳ ବନ୍ୟା କାରଣରୁ ପାଣିରେ ବୁଡ଼ି ରହିଥିବା ବ୍ରିଜ୍ ସହ ଧକ୍କା ହୋଇ ଓଲଟି ପଡ଼ିଲା ଡଙ୍ଗା

ନୂଆଦିଲ୍ଲୀ: ଦକ୍ଷିଣ ବ୍ରାଜିଲରେ ଦେଖାଦେଇଥିବା ଭୟଙ୍କର ବନ୍ୟା କାରଣରୁ ଏକ ଯାତ୍ରୀବାହୀ ଡଙ୍ଗା ପାଣି ଭିତରେ ବୁଡ଼ି ରହିଥିବା ଏକ ବ୍ରିଜକୁ ଧକ୍କା ଦେଇଥିଲା । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଦକ୍ଷିଣ…

ଘରେ ବସି SMS କରି ପାଆନ୍ତୁ ଭୋଟର ସ୍ଲିପ୍‌, ଏହି ନମ୍ବରରେ କରନ୍ତୁ ମେସେଜ୍‌

ନୂଆଦିଲ୍ଲୀ:ସାରା ଦେଶରେ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏପରି ସ୍ଥିତିରେ ଯଦି ଆପଣଙ୍କୁ ଏ ପର୍ଯ୍ୟନ୍ତ ଭୋଟର ସ୍ଲିପ୍ ମିଳି ନାହିଁ ତେବେ ଏହି ସହଜ ଉପାୟରେ ଏହାକୁ ହାସଲ କରନ୍ତୁ । ଘରେ…

କ’ଣ ଆପଣ ମଦ୍ୟପାନ କମ କରିବା ପାଇଁ ଚାହାଁନ୍ତି କି ? ତେବେ ଆସନ୍ତୁ ଜାଣିବା କେମିତି ଛାଡିବେ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ମଦ୍ୟପାନ କରିବା ଏକ ସାଧାରଣ ବିଷୟ ପାଲଟିଛି । ଅନେକ ଲୋକମାନେ ଅତ୍ୟଧିକ ମଦ୍ୟପାନ କରୁଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଏଥିପାଇଁ ଅନେକ ଲୋକ ମଦ…

ସାଂସଦଙ୍କ ସଭାସ୍ଥଳ ନିକଟରେ ଫୁଟିଲା ବମ୍‌; ଜଣେ ମୃତ, ୨ ଗୁରୁତର

ହୁଗୁଳି:ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ପାଣ୍ଡୁଆ ଅଞ୍ଚଳରେ ସୋମବାର ଏକ ଦେଶୀ ବମ୍ ଫୁଟି ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପିଲାଟି ଏହି ବମ୍‌କୁ ଏକ ବଲ୍…

(Video) ଓଡ଼ିଶାରେ ବିଶ୍ୱର ବିରଳ ପକ୍ଷୀ, ଲୋକେ ଆଶ୍ଚର୍ଯ୍ୟ: ମହାନଦୀ ଅବବାହିକାରେ ଅଣ୍ଡା ଦେଇ କରୁଛନ୍ତି ବଂଶ ବିସ୍ତାର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ବିରଳ ପକ୍ଷୀ ଏବେ ଓଡ଼ିଶାରେ । ସାଧାରଣ ଭାବେ ବିଶ୍ୱର ୩ଟି ସ୍ଥାନରେ ଏହି ପକ୍ଷୀ ଦେଖିବାକୁ ମିଳିଥାନ୍ତି । ଭାରତ ସମେତ ପାକିସ୍ତାନ ଓ ମିଆଁମାରରେ ଏହି ବିରଳ ପକ୍ଷୀକୁ ଦେଖିବାକୁ…

ଡ୍ରିପ୍ ପ୍ରାଇସିଂ ଉପରେ ସରକାରଙ୍କ ଚେତାବନୀ , ଜାଣନ୍ତୁ ଏହା ଆପଣଙ୍କୁ କିପରି କ୍ଷତି ପହଞ୍ଚାଉଛି 

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଟୁଇଟରେ କହିଛନ୍ତି ଯେ, ତାଙ୍କ ସରକାର ଡ୍ରିପ୍ ପ୍ରାଇସିଂ ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଗ୍ରାହକଙ୍କ ପାଇଁ ବହୁତ କ୍ଷତି ଘଟାଇପାରେ  । ସେ କହିଥିଲେ ଯେ…

ଦିଲ୍ଲୀ ପରେ ଏବେ ଅହମ୍ମଦାବାଦରେ ଆତଙ୍କ, ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ମିଳିଥିବା ନକଲି ଧମକ ପରେ ଏବେ ଗୁଜରାଟର ଅହମ୍ମଦାବାଦର କିଛି ସ୍କୁଲକୁ ଧମକଭରା ଇ-ମେଲ୍ ମିଳିଛି ଯେଉଁଥିରେ ସ୍କୁଲକୁ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଛି ।…

ଧରାପଡିିଲା ନକଲି ମସଲା ପ୍ରସ୍ତୁତ କରୁଥିବା ବଡ ଗ୍ୟାଙ୍ଗ, ମସଲାରେ ଯାହା ବ୍ୟବହାର ହେଉଥିଲା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ନୂଆଦିଲ୍ଲୀ: ଏବେ ଦେଶରେ ନକଲି ମସଲାକୁ ବିକ୍ରୀକୁ ନେଇ ଗ୍ରାହକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଏହି କ୍ରମରେ ଦିିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ନକଲି ମସଲା ପ୍ରସ୍ତୁତ କରୁଥିବା ଓ ତାହାକୁ ଦିଲ୍ଲୀ ବଜାରରେ ଯୋଗାଣ…

ICSE-ISC: ଦଶମ ଓ ଦ୍ୱାଦଶ ବୋର୍ଡ ୨୦୨୪ ପରୀକ୍ଷା ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (ସିଆଇଏସସିଇ) ତରଫରୁ ଦଶମ (ଆଇସିଏସଇ) ଓ ଦ୍ୱାଦଶ (ଆଇଏସସି) ବୋର୍ଡ ୨୦୨୪ ପରୀକ୍ଷାର ଫଳାଫଳ…