ପୃଥ୍ୱୀରାଜ ଚଭନ ଉପରେ ବର୍ଷିଲେ ସୁଧାକର ଚତୁର୍ବେଦୀ, କହିଲେ “ମାର ଦୁଇ ଚାପୁଡା ଦେବି ୨ ଲକ୍ଷ”,
ମୁମ୍ବାଇ: ମାଲେଗାଓଁ ବିସ୍ଫୋରଣ ମାମଲାରେ ମୁକ୍ତ ହୋଇଥିବା ସୁଧାକର ଚତୁର୍ବେଦୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚଭନଙ୍କ ଉପରେ ବର୍ଷିଛନ୍ତି।
ପୃଥ୍ୱୀରାଜ ଚଭନଙ୍କୁ ଦୁଇ ଚାପୁଡ଼ା ମାରିଥିବା…