Electricity Bill: ୫୦ ପ୍ରତିଶତ କମିଯିବ ବିଦ୍ୟୁତ୍ ବିଲ୍, ବାସ ଆପଣାନ୍ତୁ ଏହି ସିକ୍ରେଟ ଟିପ୍ସ !
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ବିଦ୍ୟୁତ୍ ବିଲ୍ ଏକ ବଡ଼ ଟେନସନ। ଯେମିତି ତାତି ବଢୁଛି ଲୋକମାନେ ଚାହିଁଲେ ମଧ୍ୟ ବିଦ୍ୟୁତ୍ ବ୍ୟବହାର କମ କରିପାରୁ ନାହିଁ ଏବଂ ପରେ ସେମାନଙ୍କୁ ଏହା ପାଇଁ ଅଧିକା ଖର୍ଚ୍ଚାନ୍ତ ହେବାକୁ…