ଇସ୍ତଫା ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ! କେଉଁ ପଦ ଛାଡ଼ିବେ ଓ କାହିଁକି, ସୁପ୍ରିମୋଙ୍କ ନିକଟରେ ସ୍ପଷ୍ଟ କଲେ

ନୂଆଦିଲ୍ଲୀ: ଆସନ୍ତା ମାସରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ବଡ଼ ଖବର । ଏକ ବଡ଼ ପଦରୁ ଇସ୍ତଫା ଦେବା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ…

ଧନତେରସ: ରାଶି ଅନୁଯାୟୀ କିଣାକିଣି ନ କଲେ ମହାଲକ୍ଷ୍ମୀ ହୋଇଯିବେ କ୍ଷୁବ୍ଧ, ହରିନେବେ ସମ୍ପତ୍ତି, ବାଡି

ଓଡିଶା ଭାସ୍କର: ଧନତେରସ ଦିନ କିଣା କିଣିର ରହିଛି ବଡ ଗୁରୁତ୍ୱ । ୨୯ ଅକ୍ଟୋବରରେ ଧନତେରସ ପାଳନ ହେଉଛି । ଏହି ଦିନରେ ନିଜ ସାଧ୍ୟ ମୁତାବକ, ସୁନା, ରୂପା, ଅନ୍ୟାନ୍ୟ ଜିନିଷ କିଣି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ…

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀଙ୍କୁ ପ୍ରାର୍ଥୀ କଲା ଏନସିପି (ସରଦ ପାୱାର) ପାର୍ଟି

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି । ଆଜି ଏନସିପି (ସରଦ) ଗୋଷ୍ଠୀ ପକ୍ଷରୁ ତୃତୀୟ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ୯ ଜଣଙ୍କ ନାଁ ସାମ୍ନାକୁ…

(Video): ଆରେ ଏ କ’ଣ…ଏନର୍ଜି ଡ୍ରିଙ୍କ ପିଇବା ପରେ ମଉସାଙ୍କ ବ୍ୟାଟେରୀ ଫୁଲ୍ ଚାର୍ଜ, DJର ତାଳରେ ଲଗାଇଲେ ଠୁମକା

ଓଡ଼ିଶା ଭାସ୍କର: ପ୍ରାୟତଃ ବିବାହ ଉତ୍ସବ କିମ୍ବା ବରଯାତ୍ରୀ ସମୟରେ ଲୋକମାନେ ନାଚଗୀତ କରି ଖୁସି ମନାଇଥାନ୍ତି । ଡିଜେର ତାଳେ ତାଳେ ଝୁମି ଥାନ୍ତି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଠୁମକା…

ଦୀପାବଳି ପୂର୍ବରୁ ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ବଡ଼ ଗିଫ୍ଟ ଦେଲେ ଆସାମ ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଦେଇଥିଲେ ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବଢ଼ିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର…

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣି ମିଳିଛି ଏକ ବଡ଼ ପୁରସ୍କାର । ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶ୍ରୀ ଦାସ । ତିନି କେନ୍ଦ୍ରୀୟ…

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

କେନ୍ଦ୍ରାପଡ଼ା: ପାଟକୁରା ଅନ୍ତେଇ ପଞ୍ଚାୟତ ସରପଞ୍ଚଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ସରପଞ୍ଚ ସଞ୍ଜୟ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ତେବେ…

Internet ଉପରେ ଲାଗିଲା ବ୍ୟାନ୍ ଆଦେଶ: କାହିଁକି ସରକାର ନେଲେ ବଡ଼ ପଦକ୍ଷେପ?

ନୂଆଦିଲ୍ଲୀ: ବର୍ତ୍ତମାନ ମୁହୂର୍ତ୍ତରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି । ପ୍ରତ୍ୟେକ ଛୋଟ-ବଡ଼ କାମ ପାଇଁ ଇଣ୍ଟରନେଟର ବ୍ୟବହାର ଆବଶ୍ୟକ ହୋଇପଡ଼ିଛି ।…

ଧୋନିଙ୍କ ସମ୍ପତ୍ତିର ମୁଖ୍ୟ ସ୍ରୋତ କଣ, କେଉଁଠି ଓ କେମିତି ୧୦୦୦ କୋଟିରୁ ଅଧିକ ଠୁଳ କରିବାରେ ହୋଇଛନ୍ତି ସଫଳ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଏମ ଏସ ଧୋନି କ୍ରିକେଟ ଜଗତରେ ନିଜର ଏକ ଛାପ ଛାଡି ଯାଇଛନ୍ତି । କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଧୋନିଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସାହ ରହିଛି । ତେବେ ଏହି ଖେଳାଳି କେତେ ସମ୍ପତ୍ତି ଠୁଳ…

ISRO-VSSC ନିଯୁକ୍ତି ୨୦୨୪: ୫୮୫ଟି ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସଏସସି) ପକ୍ଷରୁ ଅନେକ ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ମୋଟ ୫୮୫ଟି ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…