ଏସିଆ କପର ଫାଇନାଲରେ ପହଞ୍ଚିପାରିବନି ପାକିସ୍ତାନ, ଭବିଷ୍ୟବାଣୀ କଲେ ପାକ୍‌ର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଏସିଆ କପରେ ମୋଟ ୮ଟି ଦଳ ଖେଳିବେ। ଯାହାକୁ ୨ଟି ଗ୍ରୁପରେ (୪-୪) ବିଭକ୍ତ କରାଯାଇଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ପ୍ରାୟ ୧୦ ଦିନ ବାକି ଅଛି। ତେଣୁ ସମସ୍ତେ ଏସିଆ କପକୁ ନେଇ…

Stock Market: ଟ୍ରମ୍ପଙ୍କ ଟାରିଫ ସୁନାମୀରେ ବୁଡ଼ିଲା ଷ୍ଟକ୍ ବଜାର, ସେନସେକ୍ସ ୬୫୭ ପଏଣ୍ଟ ଏବଂ ନିଫ୍ଟି ୨୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ସେୟାର ବଜାରରେ ଯୁଦ୍ଧ ଝଡ଼ । ବୁଡ଼ିଲା ସେୟାର ବଜାର । ଗୁରୁବାର ଦିନ ଷ୍ଟକ୍ ବଜାର ଖୋଲିବା ମାତ୍ରେ ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଖିବାକୁ ମିଳିଛି।…

ଗଜାନନଙ୍କ ବିରାଟକାୟ ମୂର୍ତ୍ତି, ଅଣହିନ୍ଦୁ କରନ୍ତି ପୂଜା, ଏଠାରେ ଠାକୁରଙ୍କ ‘ଫ୍ରା ଫିକାନେତ୍‌’ ନାଁ

ନୂଆଦିଲ୍ଲୀ: ସବୁଠୁ ବେଶ ଧୁମଧାମରେ ପାଳି ତ ହୋଇଛି ଗଣେଶ ପୂଜା। ମୁମ୍ବାଇରେ ମହା ଆଡମ୍ବରରେ ଚାଲିଛି ପୂଜାର୍ଚ୍ଚନା। ବପ୍ପାଙ୍କ ପେଣ୍ଡାଲରେ ଜମୁଛି ଲୋକଙ୍କ ଗହଳାି। ୨୭ ସେପ୍ଟେମ୍ବର ରୁ ଆରମ୍ଭ ହୋଇଥିବା ଏହି…

ହୁସିଆର! ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା, ଜିନିଷ ରଖି ଯାଉଥିଲେ ସାବଧାନ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ପ୍ରତିଦିନ ଚୋରି ମାମଲା ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା। ଖାରବେଳନଗରରେ କାଚ ଭାଙ୍ଗି ଲୁଟିନେଇଛନ୍ତି ଲୁଟେରା।…

BIG BREAKING: ଆସନ୍ତାକାଲି ଓଡ଼ିଶା ଆସିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା। ରାଜ୍ୟସଭା ଉପାଧ୍ୟକ୍ଷ ମଧ୍ୟ ଓଡ଼ିଶା ଆସୁଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ। ଅନୁସୂଚିତ…

“ୟୈ ମୋଦୀ କା ୱାର”: “ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତର ଅଛି କନେକ୍ସନ”, ଆମେରିକାର ହ୍ବାଇଟ ହାଉସ୍ ଏପରି କାହିଁକି କହିଲା ?

ୱାଶିଂଟନ: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଆଜିକାଲି ଭଲ ଚାଲି ନାହିଁ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଲଗାତାର ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ବିଭିନ୍ନ ବୟାନ ଦେଉଛନ୍ତି। ଏହା ବ୍ୟତୀତ ଟ୍ରମ୍ପଙ୍କ…

‘ଭୋଟ ପରେ ରାସନ ଏବଂ ଆଧାର ବି ଛଡାଇନେବେ..’, ବିଜେପିକୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ମହାଗଠବନ୍ଧନ ବିହାରରେ SIR ବିରୋଧରେ ଏକ ଭୋଟର ଅଧିକାର ଯାତ୍ରା ଆୟୋଜନ କରୁଛି। ରାଲିର 12ତମ ଦିନରେ, ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ସୀତାମାଢ଼ିର ଜାନକୀ ମାତା ମନ୍ଦିର ପରିଦର୍ଶନ କରି ଯାତ୍ରା ଆରମ୍ଭ…

ଆଶ୍ଚର୍ଯ୍ୟ! ୫୫ ବର୍ଷରେ ୧୭ତମ ଛୁଆର ମା’ ହେଲେ ମହିଳା, ମୁଣ୍ଡରେ ହାତ ଦେଲେ ଡାକ୍ତର

ନୂଆଦିଲ୍ଲୀ: ଛୋଟ ପରିବାର, ଖୁସି ପରିବାର...ସମସ୍ତେ ଏହି ଧାଡିଟି ନିଶ୍ଚୟ ଶୁଣିଥିବେ। ଆପଣ ଏହାର ବିଜ୍ଞାପନ ମଧ୍ୟ ଦେଖିଥିବେ। ନଚେତ ଆମେ ଦୁଇ ଆମର ଦୁଇ, ଏବେ ଦୁଇ ତ ବହୁତ ଅଧିକ ହୋଇଯାଉଛି। ଆମ ଦୁଇ ଆମର ଏକ ଟ୍ରେଣ୍ଡ…

ନୂଆଁଖାଇ ତିହାର: ମାଆ ସମଲେଇଙ୍କ ପାଖରେ ଲାଗିଲା ନବାନ୍ନ, ପିଠା-ମିଠାରେ ମହକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆମ ଓଡ଼ିଶାରେ ୧୨ ମାସରେ ୧୩ ଓଷା। ସେଥି ମଧ୍ୟରୁ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ। ସାରା ପଶ୍ଚିମ ଓଡ଼ିଶା ଆଜି ମିଠା-ପିଠାରେ ମହକୁଛି। ଏହାରି ମଧ୍ୟରେ ବର୍ତ୍ତମାନ ମାଆ ସମଲେଇଙ୍କ ପାଖରେ…

ଫାଟିଲା ବାଦଲ, ଧସିଲା ପାହାଡ଼, ମାଡ଼ି ଆସିଲା ବନ୍ୟା; ଜମ୍ମୁ-କାଶ୍ମୀରରେ ୪୧ ଜଣଙ୍କ ମୃତ୍ୟୁ, ମାଟି ତଳୁ ଏବେ ବି ଚାଲିଛି ଜୀବନ ଖୋଜା

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ପ୍ରକୃତ୍ତିର ତାଣ୍ଡବ । ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ତ୍ରାହି ତ୍ରହି ଡାକୁଛନ୍ତି ଲୋକେ। ଏପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି…