CHARIDHAM

UPI ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ, ଗୋଟିଏ ଦିନରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ !

ଭୁବନେଶ୍ୱର : ଡିଜିଟାଲ୍ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) UPI କାରବାରର ସୀମା ବୃଦ୍ଧି କରିଛି। UPIର ନୂଆ ନିୟମ ୧୫ ସେପ୍ଟେମ୍ବର ୨୦୨୫ରୁ…

ବିରାଟ କୋହଲିଙ୍କ ମନ ଆଉ ପୂର୍ବପରି ନାହିଁ, ଦିନେଶ କାର୍ତ୍ତିକଙ୍କର ଆଶ୍ଚର୍ଯ୍ୟକର ବୟାନ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଶରୀର ଫିଟ୍ ଅଛି କିନ୍ତୁ ତାଙ୍କ ମନ ଆଉ ପୂର୍ବପରି ନାହିଁ।  ଏକଥା ଆମେ କହୁନାହୁଁ, ଏପରି ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ଦିନେଶ କାର୍ତ୍ତିକ। ପୂର୍ବତନ ଭାରତୀୟ ଓ୍ୱିକେଟକିପର୍…

Weather Updates: ଆସୁଛି ଆଉ ଏକ ଲଘୁଚାପ ; ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ପାଣିପାଗକୁ ନେଇ ପୁଣି ଏକ ଗୁରୁତ୍ୱପୂର୍ଣ ଖବର ସାମ୍ନାକୁ ଆସିଛି। ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଆସନ୍ତା ୧୩-୧୪…

YOUTUBEରେ ଶେଷ କଥା, ପରେ ବାପାଙ୍କ ସାମ୍ନାରେ କାଟିଦେଲା ବେକ, ଆଖିରେ ଲୁହ ରଖିବନି ଭିଡିଓ

ଉତ୍ତରାଖଣ୍ଡ: ପ୍ରଥମେ ଭିଡିଓ କଲେ। ୬ ମିନିଟ୍ ୩୨ ସେକେଣ୍ଡର ଭିଡିଓ କରି ଆତ୍ମହତ୍ୟାର କାରଣ କହିଲେ। ପରେ ବାପା ସାମ୍ନାରେ ପ୍ରୁଅ କାଟି ଦେଲା ବେକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ହଲଦ୍ୱାନୀରେ।…

ବିଦ୍ରୋହ ନିଆଁରେ ଜଳୁଛି କାଠମାଣ୍ଡୁ, ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି

ସିଲିଗୁଡୀ: ନେପାଳରେ ସରକାରଙ୍କ ବିରୁଦ୍ଧରେ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି ଏବଂ କାଠମାଣ୍ଡୁ ବିଦ୍ରୋହର ନିଆଁରେ ହୁତୁହୁତୁ ହୋଇ ଜଳୁଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ…

ବାରମ୍ବାର ପାଚୁଛି ନଖ, ଘରୋଇ ଉପଚାରରେ ଦୂର ହେବ ସମସ୍ୟା, ଏକଦମ୍ ହେବ ଗାଏବ

ନଖ ପାଚିବା କିମ୍ବା ଏଥିରେ ଫଙ୍ଗସ୍ ସମସ୍ୟା ବହୁତ ସାଧାରଣ। ପ୍ରାୟତଃ ଏହା ସେତେବେଳେ ଘଟେ ଯେତେବେଳେ ପାଦ ଦୀର୍ଘ ସମୟ ପର୍ଯ୍ୟନ୍ତ ଓଦା ଜୋତା କିମ୍ବା ମୋଜାରେ ରହିଥାଏ କିମ୍ବା ସଫାସୁତୁରାର ଯତ୍ନ ନିଆଯାଏ ନାହିଁ।…

ଦିଲ୍ଲୀ ହାଇକୋର୍ଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, AI ବ୍ୟାବହାର କରି ଅଭିନେତ୍ରୀଙ୍କର ଅଶ୍ଳୀଳ ଫଟୋ କରାଯାଉଛି ଭାଇରାଲ୍

ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଛନ୍ତି। ବଚ୍ଚନ ପରିବାରର ବୋହୂ ତାଙ୍କ ଝିଅର ଲାଳନପାଳନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତଥାପି କୌଣସି ନା…

ପରିସ୍ରା କରିବାପରେ ତୁରନ୍ତ ପାଣି ପିଉଛନ୍ତି କି ? ସାବଧାନ କିଡନୀରେ ଷ୍ଟୋନ ହେବା ଥୟ !

ଭୁବନେଶ୍ୱର: ପ୍ରତିଦିନ ଆମେ କିଛି ଭୁଲ କରିଥାଉ, ଯାହା ଆମକୁ ଅସୁସ୍ଥ କରିପାରେ। ସେଥିମଧ୍ୟରୁ ଗୋଟିଏ ହେଉଛି ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବା। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଅଭ୍ୟାସ ଆପଣଙ୍କ…

(VIDEO) ଛାତି ଥରାଇଦେଲା ଦୁର୍ଘଟଣା, ବଞ୍ଚିବା ପାଇଁ ଚିତ୍କାରରେ ଫାଟି ପଡ଼ୁଥିଲା ସ୍ଥାନ, ଦ୍ରୁତ ଗତି ଟ୍ରେନ ଦେଲା ବସ୍‌କୁ ଧକ୍କା

ମେକ୍ସିକୋ: ମେକ୍ସିକୋରେ ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ମାଲବାହୀ ଟ୍ରେନ୍ ଏକ ଡବଲ୍‌-ଡେକର ବସ୍‌କୁ ଦେଲା ଧକ୍କା। ଏହି ଛାତି ଥରାଇଦେବା ଭଳି ଦୁର୍ଘଟଣାରେ ୧୦ ଜଣ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି।…

Asia Cup 2025: କେବେ, କେଉଁଠି, କାହାକୁ ମଇଦାନରେ ଭେଟିବ ଟିମ୍ ଇଣ୍ଡିଆ; ଜାଣି ନିଅନ୍ତୁ ପୁରା ସିଡ୍ୟୁଲ୍

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ୯ ସେପ୍ଟେମ୍ବର ଅର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏଥର ଏସିଆ କପ୍ ଟି୨୦ ଫର୍ମାଟରେ ଖେଳାଯିବାକୁ ଅଛି। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରୁ ଏହାର ଅଭିଯାନ ଆରମ୍ଭ କରିବ।…