କୋର୍ଟ-ସରକାର ମଧ୍ୟରେ ବଢିବ ତିକ୍ତତା, କଲେଜିୟମର ୧୯ ନାଁ ଫେରାଇ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କଲେଜିୟମ ଜରିଆରେ ଜଜଙ୍କ ନିଯୁକ୍ତିକୁ ନେଇ ନ୍ୟାୟାପାଳିକା ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। କେନ୍ଦ୍ର ସରକାର ଉଚ୍ଚ ନ୍ୟାୟାଳୟଙ୍କ ଜଜଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟର କଲେଜିୟମ…

ସର୍ଟ ସର୍କିଟ କାରଣରୁ ପରିବାରର ୬ଜଣ ସଦସ୍ୟ ଜୀବନ୍ତ ଦଗ୍ଧ;ଦୁଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଫିରୋଜାବାଦ:ସର୍ଟ ସର୍କିଟ କାରଣରୁ ମଙ୍ଗଳବାର ଉତ୍ତରପ୍ରଦେଶର ଫିରୋଜାବାଦର ଏକ ଘରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଯାହା ପରେ ଅନେକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ତଳେ ଏକ ଦୋକାନ ଥିବା…

୪ଟି ଭ୍ୟାନ ଉପରେ ମାଡ଼ିଗଲା ମିନି ଟ୍ରକ

ରେଢାଖୋଲ: ପ୍ରତିଦିନ ଦେଶରେ ଏବଂ ରାଜ୍ୟରେ ଦୁର୍ଘଟଣା ଦେଖିବାକୁ ମିଳୁଛି । ଟ୍ରାଫିକ ନିୟମ କଡାକଡି ହେବା ପରେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି । ଏମିତି ଏକ ସଡ଼କ ଦୁର୍ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି । ୪ଟି…

ଦ୍ରୁତ ଗତିରେ ପରମାଣୁ ଅସ୍ତ୍ରର ଭଣ୍ଡାର ବଢାଉଛି ଚୀନ: ୨୦୩୫ ସୁଦ୍ଧା ମିଳିବ ୧୫୦୦ରୁ ଅଧିକ ଆଣବିକ ଅସ୍ତ୍ର

ନୂଆଦିଲ୍ଲୀ: ଚୀନକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଚୀନ କିପରି ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବଢାଉଛି ତାକୁ ନେଇ ପେଣ୍ଟାଗନ ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ…

ଭାରତ-ନ୍ୟୁଜିଲାଣ୍ଡର ଆଜି ଶେଷ ଟକ୍କର, ବ୍ୟାଟିଂ କରିବ ଭାରତ

ଖ୍ରୀଷ୍ଟଚର୍ଚ୍ଚ: ଆଜି ଭାରତ ଓ ନ୍ୟୁଜିଲାଣ୍ଡର ତୃତୀୟ ତଥା ଶେଷ ମ୍ୟାଚ । ଖ୍ରୀଷ୍ଟଚର୍ଚ୍ଚରେ ଏହି ମ୍ୟାଚଟି ଖେଳାଯିବ ।ଦ୍ୱିତୀୟ ଦିନରେ ବର୍ଷା ହେବା ପରି ବୁଧବାର ହଗଲି ଓଭାଲେରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ…

ନିବେଶରେ ନୂଆ ଇତିହାସ ଲକ୍ଷ୍ୟ:ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ

ଭୁବନେଶ୍ୱର : ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ୱ । ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିବ ପୁଞ୍ଜି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୨୦୧୬ ଓ ୨୦୧୮ ପରେ…

ବିଦେଶୀ ମେଡିକାଲ କଲେଜରେ ଆଡମିଶନ କରୁଥିଲେ ସାବଧାନ: MBBS ଛାତ୍ରଛାତ୍ରୀଙ୍କ ପାଇଁ ସର୍କୁଲାର ଜାରି କଲା NMC

ନୂଆଦିଲ୍ଲୀ: ଭାରତର ଶହ ଶହ ଛାତ୍ରଛାତ୍ରୀ ଅନେକ ବିଦେଶୀ ୟୁନିଭରସିଟିରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ତେବେ ଅନେକ ପିଲା ନିଜର ଅଜ୍ଞତା ବଶତଃ ପାଇଁ ବହୁ ଅସୁବିଧାରେ ପଡ଼ିଥାନ୍ତି । ଦେଶର…

ପଦ୍ମପୁର ଉପନିର୍ବାଚନ: ଭୋଟ ଦିନ ପାଖେଇ ଆସୁଛି, ପ୍ରଚାର ମଇଦାନକୁ ଓହ୍ଲାଇବେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ନିଜ ନିଜର ପ୍ରଚାର ଅଭିଯାନ…

ହରିୟାଣାରେ ଭାଜପାକୁ ଝଟକା: ସ୍ୱାଧୀନ ୩୫୦, BJP ୨୨, AAP ୧୫ଟି ସିଟରେ ବିଜୟୀ

ନୂଆଦିଲ୍ଲୀ: ହରିୟାଣା ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ଶାସକ ବିଜେପି ଲାଗିଛି ଜୋରଦାର ଝଟକା । ମୋଟ ୪୧୧ଟି ସିଟରୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩୫୦ଟି, ବିଜେପିକୁ ୨୨ଟି, ଆମ ଆଦମୀ ପାର୍ଟି (ଆପ)କୁ ୧୫ଟି ସିଟ ମିଳିଛି ।…

ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ: ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ, ପାଣି ହେବ ବିଷମୟ, ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ପାଖାପାଖି ୬୫ ମିଲିୟନ ବର୍ଷ ପୂର୍ବରୁ ଶେଷ ପ୍ରଳୟ ଆସିଥିଲା । ସେ ସମୟରେ ଧରିତ୍ରୀ ବକ୍ଷରୁ ଡାୟନାସୋର ବଂଶ ଲୋପ ପାଇଯାଇଥିଲା । ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି…