‘କ’ଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ EC ? ସରକାର କୁହନ୍ତୁ କେମିତି ଦିଆଯାଉଛି ନିଯୁକ୍ତି’
ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସୁଧାରକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ରୋଚକ ବିତର୍କ ଦେଖିବାକୁ ମିଳିଛି। ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁଧାର କରାଯିବା ଦାବି ସଂପର୍କିତ ଯାଚିକା ଉପରେ ବୁଧବାର ଉଚ୍ଚତମ…