ସମୁଦ୍ରରେ ପଡ଼ି ଯାଇଥିଲା ଆଇଫୋନ୍: ୧୨ ମାସ ପରେ ମିଳିବା ପରେ ହେଲା କିଛି ଏପରି

ନୂଆଦିଲ୍ଲୀ: ଆଇଫୋନ୍ ସବୁଠାରୁ ଶକ୍ତିଶାଳୀ ଫୋନ୍ ଭାବରେ ବିବେଚନା କରାଯାଏ । ପାଣି ଦ୍ୱାରା ମଧ୍ୟ ଏହି ଫୋନ୍ କ୍ଷତିଗ୍ରସ୍ତ ହୋଇନଥାଏ । ଏପରି ଅନେକ ରିପୋର୍ଟ ଆସିଛି, ଯେଉଁଠାରେ ଆଇଫୋନ୍ ଘଣ୍ଟା ଘଣ୍ଟା ପାଣିରେ ରହିବା…

ରାଶିଫଳ(ଗୁରୁବାର,୨୪ ନଭେମ୍ବର,୨୦୨୨)

ମେଷ - ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ…

୫ଟି ବ୍ୟାକ୍ଟେରିଆଙ୍କୁ ନେଇ ବଢ଼ିଲା ଚିନ୍ତା: ଭାରତରେ ଏକ ବର୍ଷରେ ଚାଲିଗଲା ୭ ଲକ୍ଷ ଜୀବନ, କେମିତି ବର୍ତ୍ତିବେ

ନୂଆଦିଲ୍ଲୀ: ସାଧାରଣ ଭାବେ ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ…

ମିଳିମିଳା କବଳରେ ୪ କୋଟି ଶିଶୁ: ଟିକା ନ ନେବା ପଡ଼ିବ ମହଙ୍ଗା, ଚେତାବନୀ ଦେଲେ WHO ଓ CDC

ନୂଆଦିଲ୍ଲୀ: ଭାରତରେ ଏବେ ଶିଶୁଙ୍କଠାରେ ଦ୍ରୁତ ଭାବେ ମିଳିମିଳା ବଢ଼ିବାରେ ଲାଗିଛି । ଏହି କାରଣରୁ ଅନେକ ଶିଶୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ମିଳିମିଳା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୩ଟି ରାଜ୍ୟ ପାଇଁ ୩…

ବିଧାନସଭା ଶୀତ ଅଧିବେସନ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ୨୪ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କୋଭିଡର ଭୟାବହତା କମିଥିବାରୁ ଚଳିତ ବର୍ଷ ବିନା କଟକଣାରେ ଚାଲିବ…

ଋଷ ସେନାର ପୁଣି ମିସାଇଲ ଆକ୍ରମଣ: ଘଟଣାରେ ୩ ମୃତ

ନୂଆଦିଲ୍ଲୀ: ଋଷ ସେନା ପୁଣି ଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣ କରିଛନ୍ତି । ପୁଟିନଙ୍କ ସେନା କ୍ଷେପଣାସ୍ତ୍ର ସହିତ ୟୁକ୍ରେନର ରାଜଧାନୀ କିୱି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ଜଣ ଗୁରୁତର ଆହତ…

ପୂରଣ ହେବ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ, OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ…

ମାନସିକ ଚାପ ଓ ଚିନ୍ତାରୁ ମୁକ୍ତି, ଏହି ୩ପ୍ରକାର ଲୋକ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ

ଜ୍ୟେତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଗ୍ରହ ଯଦି କୁଣ୍ଡଳୀରେ ଦୁର୍ବଳ ହୋଇପଡନ୍ତି, ତେବେ ସେହି ବ୍ୟକ୍ତି ବହୁ ଅଶୁବିଧା ସାମ୍ନା କରିଥାଏ । ଗ୍ରହକୁ ମଜବୁତ କରିବା ପାଇଁ କିଛି ଉପାୟ କୁହାଯାଇଛି । ଗ୍ରହ ଦୁର୍ବଳ ହେବା…

ଆଜିଠାରୁ କ୍ଷୀର ଦୁଇ ଟଙ୍କା ମହଙ୍ଗା: ପୁଣି ଏକ କମ୍ପାନୀ ବଢ଼ାଇଲା କ୍ଷୀର ଓ ଦହି ଦାମ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହଙ୍ଗା ସିଜିନ୍ ଚାଲିଛି । ପନିପରିବାଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଆଦିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ତେବେ ଏଭଳି ସ୍ଥିତିରେ କ୍ଷୀର ପରି ଏକ…

ଜିଲ୍ଲା ମାନ୍ୟତା ଦାବି: ଆଜି ଟିଟିଲାଗଡ଼ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସମସ୍ତ ପ୍ରକାରର…