ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ; ଘଟଣାରେ ୪ ଗିରଫ

ନୂଆଦିଲ୍ଲୀ: ସୁନ୍ଦର ଦେଖାଯିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ମଧ୍ୟ କରିଥାନ୍ତି । କିନ୍ତୁ ଏହି…

UPSC ଦ୍ୱାରା ଆୟୋଜିତ ହେବ ଇଣ୍ଡିଆନ୍ ରେଲୱେ ପରୀକ୍ଷା, ୨୦୨୩ ବର୍ଷରୁ ଆରମ୍ଭ ହେବ IRMSE

ନୂଆଦିଲ୍ଲୀ: ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାରା ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ଏଗଜାମ (ଆଇଆରଏମଏସଇ) ଆୟୋଜିତ ହେବ । ଆସନ୍ତା ୨୦୨୩ ବର୍ଷଠାରୁ ଏହା ଆରମ୍ଭ ହେବ । ଆଇଆରଏମଏସଇ ପାଇଁ ନିଯୁକ୍ତି…

ଯୁବପିଢିକୁ କବଳିତ କରୁଛି ହୁକ୍କା: ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର, ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ?

କୋଲକାତା: ଯୁବପିଢିଙ୍କ ଉପରେ ପଡୁଥିବା କୁପ୍ରଭାବକୁ ଦୃଷ୍ଟିରେ ରଖି ହୁକ୍କା ବାର୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କୋଲକାତାର ମେୟର ଫିରହଦ ହକିମ ଏହି ଘୋଷଣା କରିବା ସହିତ ବାର୍ ଏବଂ କ୍ଲବ୍ ମାନଙ୍କୁ ସବୁ…

ଭାରତରେ ବିକ୍ରି ହେଉଥିବା ଔଷଧ ପାଇଁ ବାର୍ କୋଡ୍ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ଔଷଧରେ ବାର୍ କୋଡ୍ ରହିବା ବାଧ୍ୟତାମୂଳକ କରିଛନ୍ତି ସରକାର। ଦେଶ ମଧ୍ୟରେ ବିକ୍ରି ହେଉଥିବା ଔଷଧ ଉପରେ ବାରକୋଡ୍ କରିବା ପାଇଁ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟସୂଚୀ ଏଚ୍‌୨…

OYOର ବଡ଼ ଘୋଷଣା; ଚାଲି ଯାଇପାରେ ୬୦୦ କର୍ମଚାରୀଙ୍କ ଚାକିରୀ

ନୂଆଦିଲ୍ଳୀ: ଆର୍ଥିକ ମାନ୍ଦାବସ୍ଥା ପାଇଁ ଓୟୋ ତରଫରୁ ମିଳିଛି ବଡ଼ ସୂଚନା । କମ୍ପାନୀ ତରଫରୁ ଦିଆ ଯାଇଥିବା ସୂଚନା ଅନୁସାରେ ୬୦୦ କର୍ମଚାରୀଙ୍କୁ ଚାକିରୀ ଛାଡ଼ିବାକୁ ପଡ଼ିବ । କମ୍ପାନୀ ଅନୁସାରେ କେତେକ ପ୍ରୋଜେକ୍ଟକୁ…

ରାଜଧାନୀରେ ଖୋଲିବ ସିଭିଲ ସର୍ଭିସ୍ ପ୍ରଶିକ୍ଷଣ କେନ୍ଦ୍ର: ଜମି ଯୋଗାଇଦେବେ ରାଜ୍ୟ ସରକାର, ୨ ଶହ ପିଲାଙ୍କୁ ମାଗଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୋଲିବ ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କେନ୍ଦ୍ର । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାର ୨ ଏକର ଜମି ଯୋଗାଇ…

ବାଂଲାଦେଶ ସିରିଜ ହେବ ଶେଷ ସୁଯୋଗ, ଫେଲ୍ ମାରିଲେ ଟିମ୍ ଇଣ୍ଡିଆରୁ ଋଷଭଙ୍କ ଛୁଟି

ନୂଅଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ରହିଛି । ଏହି ଗସ୍ତରେ ଭାରତ ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ଦିନିକିଆ ମ୍ୟାଚ୍‌ରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ଦିନିକିଆ…

ଆସନ୍ତା ୫ ତାରିଖ ରାତି ୮ଟାରେ ମୋ ମାଆ ମରିଯିବେ, ପ୍ଲିଜ୍ ମୋତେ ଛୁଟି ଦିଅନ୍ତୁ: ସ୍କୁଲ ଶିକ୍ଷକଙ୍କ ଅଜବ ପ୍ରକାରର ଛୁଟି ଦରଖାସ୍ତ

ନୂଆଦିଲ୍ଲୀ: ‘ମହୋଦୟ, ନିବେଦନର କାରଣ ଏହି କି ଯେ ଆସନ୍ତା ୫ ତାରିଖ ସୋମବାର ଦିନ ରାତି ୮ଟା ସମୟରେ ମୋ ମାଆ ମରିଯିବେ । ସେଥିପାଇଁ ମୁଁ ତାଙ୍କର ଅନ୍ତିମ ସଂସ୍କାର ଯୋଗଦେବା ପାଇଁ ୬ ଓ ୭ ତାରିଖ ଦୁଇଦିନ ବିଦ୍ୟାଳୟରେ…

କରୋନା ପାଇଁ ଫୁସଫୁସରେ ଦେଖାଯାଉଛି ବଡ଼ କ୍ଷତି: ନଷ୍ଟ ହୋଇଛି ୧୧ ପ୍ରତିଶତ ରୋଗୀଙ୍କ ଫୁସଫୁସ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଅନେକ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ମାମଲା ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି । ସମଗ୍ର ବିଶ୍ୱରେ କରୋନା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍, ୪-୫ ହଜାର ଆଶାୟୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୩୦ ତାରିଖଠାରୁ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆଜି ହେଉଛି ଚତୁର୍ଥ ଦିବସ । ତେବେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶାରେ…