Breaking News ୪ଟି ଭ୍ୟାନ ଉପରେ ମାଡ଼ିଗଲା ମିନି ଟ୍ରକ Odisha Bhaskar Bureau Nov 30, 2022 ରେଢାଖୋଲ: ପ୍ରତିଦିନ ଦେଶରେ ଏବଂ ରାଜ୍ୟରେ ଦୁର୍ଘଟଣା ଦେଖିବାକୁ ମିଳୁଛି । ଟ୍ରାଫିକ ନିୟମ କଡାକଡି ହେବା ପରେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି । ଏମିତି ଏକ ସଡ଼କ ଦୁର୍ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି । ୪ଟି…
Featured ଦ୍ରୁତ ଗତିରେ ପରମାଣୁ ଅସ୍ତ୍ରର ଭଣ୍ଡାର ବଢାଉଛି ଚୀନ: ୨୦୩୫ ସୁଦ୍ଧା ମିଳିବ ୧୫୦୦ରୁ ଅଧିକ ଆଣବିକ ଅସ୍ତ୍ର Odisha Bhaskar Bureau Nov 30, 2022 ନୂଆଦିଲ୍ଲୀ: ଚୀନକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଚୀନ କିପରି ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବଢାଉଛି ତାକୁ ନେଇ ପେଣ୍ଟାଗନ ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ…
Breaking News ଭାରତ-ନ୍ୟୁଜିଲାଣ୍ଡର ଆଜି ଶେଷ ଟକ୍କର, ବ୍ୟାଟିଂ କରିବ ଭାରତ Odisha Bhaskar Bureau Nov 30, 2022 ଖ୍ରୀଷ୍ଟଚର୍ଚ୍ଚ: ଆଜି ଭାରତ ଓ ନ୍ୟୁଜିଲାଣ୍ଡର ତୃତୀୟ ତଥା ଶେଷ ମ୍ୟାଚ । ଖ୍ରୀଷ୍ଟଚର୍ଚ୍ଚରେ ଏହି ମ୍ୟାଚଟି ଖେଳାଯିବ ।ଦ୍ୱିତୀୟ ଦିନରେ ବର୍ଷା ହେବା ପରି ବୁଧବାର ହଗଲି ଓଭାଲେରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ…
Featured ନିବେଶରେ ନୂଆ ଇତିହାସ ଲକ୍ଷ୍ୟ:ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ Abinash Kumar Dhal Nov 30, 2022 ଭୁବନେଶ୍ୱର : ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ୱ । ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିବ ପୁଞ୍ଜି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୨୦୧୬ ଓ ୨୦୧୮ ପରେ…
Breaking News ବିଦେଶୀ ମେଡିକାଲ କଲେଜରେ ଆଡମିଶନ କରୁଥିଲେ ସାବଧାନ: MBBS ଛାତ୍ରଛାତ୍ରୀଙ୍କ ପାଇଁ ସର୍କୁଲାର ଜାରି କଲା NMC Manas Pradhan Nov 29, 2022 ନୂଆଦିଲ୍ଲୀ: ଭାରତର ଶହ ଶହ ଛାତ୍ରଛାତ୍ରୀ ଅନେକ ବିଦେଶୀ ୟୁନିଭରସିଟିରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ତେବେ ଅନେକ ପିଲା ନିଜର ଅଜ୍ଞତା ବଶତଃ ପାଇଁ ବହୁ ଅସୁବିଧାରେ ପଡ଼ିଥାନ୍ତି । ଦେଶର…
Breaking News ପଦ୍ମପୁର ଉପନିର୍ବାଚନ: ଭୋଟ ଦିନ ପାଖେଇ ଆସୁଛି, ପ୍ରଚାର ମଇଦାନକୁ ଓହ୍ଲାଇବେ ସୁପ୍ରିମୋ Manas Pradhan Nov 29, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ନିଜ ନିଜର ପ୍ରଚାର ଅଭିଯାନ…
Breaking News ହରିୟାଣାରେ ଭାଜପାକୁ ଝଟକା: ସ୍ୱାଧୀନ ୩୫୦, BJP ୨୨, AAP ୧୫ଟି ସିଟରେ ବିଜୟୀ Manas Pradhan Nov 29, 2022 ନୂଆଦିଲ୍ଲୀ: ହରିୟାଣା ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ଶାସକ ବିଜେପି ଲାଗିଛି ଜୋରଦାର ଝଟକା । ମୋଟ ୪୧୧ଟି ସିଟରୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩୫୦ଟି, ବିଜେପିକୁ ୨୨ଟି, ଆମ ଆଦମୀ ପାର୍ଟି (ଆପ)କୁ ୧୫ଟି ସିଟ ମିଳିଛି ।…
Breaking News ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ: ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ, ପାଣି ହେବ ବିଷମୟ, ବୈଜ୍ଞାନିକଙ୍କ ଚେତାବନୀ Manas Pradhan Nov 29, 2022 ନୂଆଦିଲ୍ଲୀ: ପାଖାପାଖି ୬୫ ମିଲିୟନ ବର୍ଷ ପୂର୍ବରୁ ଶେଷ ପ୍ରଳୟ ଆସିଥିଲା । ସେ ସମୟରେ ଧରିତ୍ରୀ ବକ୍ଷରୁ ଡାୟନାସୋର ବଂଶ ଲୋପ ପାଇଯାଇଥିଲା । ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି…
Featured ଜଞ୍ଜିର ଲଗାଇ ଏଟିଏମ ଉଠାଇ ନେଲେ ଦୁବୃର୍ତ୍ତ : କ୍ୟାମରାରେ କଏଦ ହେଲା ଦୃଶ୍ୟ Odisha Bhaskar Bureau Nov 29, 2022 ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଡକାୟତମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଯାହା ଆପଣ ଏକ ଭିଡିଓ ଦେଖିଲେ ଅନୁମାନ କରିପାରିବେ । ବିମାନବନ୍ଦର ପୋଲିସ ଷ୍ଟେସନ ପରିସରର ଶିଖରଗଡ ମିନି ମାର୍କେଟରେ ଏଟିଏମ ଡକାୟତି ଘଟଣା…
Breaking News ସମାପ୍ତ ହୋଇଯିବ Pension ଓ Gratuity! ବଦଳିଲା ନିୟମ, ନୋଟିଫିକେସନ ଜାରି କଲେ କେନ୍ଦ୍ର ସରକାର Manas Pradhan Nov 29, 2022 ନୂଆଦିଲ୍ଲୀ: ଗତ ଦିପାବଳୀ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ସହିତ ବୋନସ୍ ଉପହାର ଦେଇଥିଲେ । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଏ ବାବଦରେ ଏକ…