ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ସମସ୍ତ ଜିନିଷର ଦରଦାମ ହୁହୁ ହୋଇ ବଢି ଚାଲିଛି । ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ କରି ଖାଇବା ତେଲ, ପନିପରିବା ଏବଂ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି…

Mandela Effect କଣ: ଏକସଙ୍ଗେ ଅନେକ ଲୋକଙ୍କୁ ଗୋଟିଏ ପ୍ରକାର ଭ୍ରମ କିପରି ହୁଏ

ନୂଆଦିଲ୍ଲୀ: ଆପଣଙ୍କୁ କେବେ ଭ୍ରମ ହୋଇଛି କି? ଥରେ ଭାବନ୍ତୁ ଯଦି ଗୋଟିଏ ପ୍ରକାର ଭ୍ରମ ଅନେକ ଲୋକଙ୍କ ସହିତ ହେବ, ସେ କ୍ଷେତ୍ରରେ କ’ଣ ହେବ । ଏହି କଥାଟି ଶୁଣିବାକୁ ଅଜବ ଲାଗୁଥାଇପାରେ, ମାତ୍ର ବହୁତ ଲୋକଙ୍କୁ ଗୋଟିଏ…

ଭୋଟ ଦରକାର ତ ଦାବି ପୂରଣ କର ; ରାଜନେତାଙ୍କୁ ଗାଁ ରେ ପ୍ରବେଶ ମନା

ନିର୍ବାଚନୀ ପ୍ରଚାର ପାଇଁ ଦୁଲୁକୁଛି ସାରା ଗୁଜରାଟ । ଭୋଟ ପାଇଁ ରାଲି ଠାରୁ ଆରମ୍ଭ କରି ରୋଡ ସୋ କରି ନେତା ମାନେ ଲୋକମାନଙ୍କୁ ବହୁ ପ୍ରକାରର ପ୍ରଲୋଭନ ଦେଖାଉଛନ୍ତି । ଗୁଜରାଟ ବିଧାନସଭାର ପ୍ରଥମ ଚରଣ ନିର୍ବାଚନ ପାଇଁ…

(Video) ଆରେ ସାପ, ତୋର ତ ଗୋଡ଼ ନାହିଁ, ମୋ ଚପଲ କାହିଁକି ଚୋରି କରି ନେଉଛୁ

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ ପଶୁପକ୍ଷୀ, ସରୀସୃପଙ୍କର ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଗୋଟିଏ ସାପର ଅଜବ ପ୍ରକାରର କାରନାମା ଦେଖିବାକୁ ମିଳିଛି । ସାପଟି ତା’ର ପାଟିରେ ଏକ ଚପଲକୁ…

ଆମାଜନ ବିରୁଦ୍ଧରେ ୪୦ ଦେଶ; ଦରମା ବୃଦ୍ଧି ନେଇ କର୍ମଚାରୀଙ୍କ ରାସ୍ତାରୋକ !

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଇ-କମର୍ସ ସାଇଟ୍ ଆମାଜନ ଚର୍ଚ୍ଚାରେ ରହିଆସୁଛି । ନିକଟରେ ସେ ୧୦,୦୦୦ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଥିବା ବେଳେ ବର୍ତ୍ତମାନ ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ…

ଲଢ଼ିଲେ ଶ୍ରେୟସ-ଶିଖର: ନ୍ୟୁଜିଲାଣ୍ଡ ଆଗରେ ୩୦୭ ରନର ଟାର୍ଗେଟ୍

ନୂଆଦିଲ୍ଲୀ: ଆଜି ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଛି । ଆଜିର ମୁକାବିଲାରେ ଅଧିନାୟକ ଶିଖର ଧାବନ, ଶ୍ରେୟସ ଆୟର ଓ ଶୁବମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଫଳରେ…

ବ୍ରିଟେନରେ ଏସୀୟ ଧନୀ ତାଲିକାରେ ଋଷି ସୁନକ ସାମିଲ୍, ଏତିକି ରହିଛି ୟୁକେ ପ୍ରଧାନମନ୍ତ୍ରୀଙ୍କ ସଂପତ୍ତି

ନୂଆଦିଲ୍ଲୀ: ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହେଲେ ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି। ତାଲିକାରେ ସୁନକ ଦମ୍ପତ୍ତି ୧୭ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ…

ରାଜଧାନୀର ରାଜରାସ୍ତାରେ ଗାଈଗୋରୁ ବୁଲି ପାରିବେନି: ନିୟମ ନ ମାନିଲେ ମାଲିକ ଦେବେ ଜରିମାନା, BMCର ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ରାଜଧାନୀ ଭୁବନେଶ୍ୱରରେ ଗାଈଗୋରୁ ବୁଲି…

ଆଜି ପୁଣି ଇଡିରେ ହାଜର ଶ୍ରଦ୍ଧା; ଧୀରେ ଧୀରେ ଖୋଲୁଛି ନାଗ ଫାସ ଗୁମର

ଭୁବନେଶ୍ୱର: ଲେଡି ବ୍ଲାକମିଲର୍ ଅର୍ଚ୍ଚନା ନାଗ ର ଗୁମର ଧୀରେ ଧୀରେ ଖୋଲିବାର ଲାଗିଛି । ଜଣକ ପରେ ଜଣକୁ ଜେରା କରୁଛି ଇଡି । ତେବେ ପୂର୍ବରୁ ଏହି ମାମଲାରେ ଅର୍ଚ୍ଚନାଙ୍କ ବାପା, ମା ଓ ଭାଇଙ୍କୁ ଇଡି ଜେରା କରିଛି ।…

CSIR- CSMCRI ବାହାରିଲା ନିଯୁକ୍ତିର ସୁଯୋଗ , ଶୀଘ୍ର କରନ୍ତୁ ଆବେଦନ

CSIR- କେନ୍ଦ୍ରୀୟ ଲୁଣ ଏବଂ ସାମୁଦ୍ରିକ କେମିକାଲ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CSMCRI) ବିଭିନ୍ନ ବାଣିଜ୍ୟରେ ଆପ୍ରେଣ୍ଟିସ୍ ପଦ ପୂରଣ କରିବାକୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ…