NPS ରାଶି ରାଜ୍ୟମାନଙ୍କୁ ଫେରସ୍ତ କରାଯିବନି: ପୁରୁଣା ପେନସନ୍ ଯୋଜନାରେ ଝଟକା ଦେଲା PFRDA

ନୂଆଦିଲ୍ଲୀ: ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ତରଫରୁ ପୁରୁଣା ପେନସନ ଯୋଜନାକୁ ନେଇ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ରାଜ୍ୟମାନଙ୍କୁ ଏକ ବଡ଼ ଝଟକା ମିଳିଛି । ନ୍ୟାସନାଲ ପେନସନ…

ରାଶିଫଳ(ଶୁକ୍ରବାର,୨୫ ନଭେମ୍ବର,୨୦୨୨)

ମେଷ - ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ…

ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି: ଡାକ୍ତରଙ୍କ ଡବଲ୍ କ୍ଷମତା ହଟିଲା, ଗୋଟିଏ ଦାୟିତ୍ୱରେ ରହିବେ ମେଡିକାଲ କଲେଜର ପ୍ରଫେସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଫେସରମାନେ ଏକାଧିକ ପଦବୀରେ ରହି କ୍ଷମତା ଉପଭୋଗ କରିପାରିବେ ନାହିଁ । ପୂର୍ବରୁ ଦୀର୍ଘବର୍ଷ…

୩ ଜିଲ୍ଲାରେ ଲାଗୁହେବ ପୋଲିସ କମିଶନର ବ୍ୟବସ୍ଥା, କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବରେ ଲାଗିପାରେ ମୋହର

ଲକ୍ଷ୍ନୌ:ରାଜ୍ୟର ଯୋଗୀ ସରକାର ବର୍ତ୍ତମାନ ପ୍ରୟାଗରାଜ, ଆଗ୍ରା ଏବଂ ଗାଜିଆବାଦରେ ମଧ୍ୟ ପୋଲିସ କମିଶନର ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୨୦୨୩ରେ ରାହୁଙ୍କ ଓଲଟା ଚଳନ; ଏହି ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଠ ସମସୟରେ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ପ୍ରଭାବ ପକାଇଥାଏ । ତେବେ ଜ୍ୟୋତିଷ…

ଜେଲ୍‌ରେ ଭୋଜନକୁ ନେଇ ସତ୍ୟେନ୍ଦ୍ର ଜୈନଙ୍କ ଅଭିଯୋଗ, ଆଜି ନିଷ୍ପତ୍ତି ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦୀ ଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଭୋଜନକୁ ନେଇ ଦିଲ୍ଲୀର ଏକ ଅଦାତଲ ଆଜି ନିଜର ନିଷ୍ପତ୍ତି ଶୁଣାଇବେ। ସତ୍ୟେନ୍ଦ୍ର ଜୈନ ଅଦାଲତରେ ଅପିଲ୍ କରିଛନ୍ତି…

୨୬୫୯ଟି ଅଣଶିକ୍ଷକ ପଦବୀ ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି: ନିଯୁକ୍ତି ପାଇବେ ୪ ହଜାର ନିୟମିତ କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟରେ ୭୫୪୦ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ପ୍ରକାଶ ପାଇବ ଆଉ ଏକ ବିଜ୍ଞପ୍ତି । ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମାପ୍ତ…

ଦିଲ୍ଲୀ ଚାନ୍ଦିନୀ ଚୌକରେ ଅଗ୍ନିକାଣ୍ଡ; ନିଆଁରେ ଜଳିଗଲା ଅନେକ ଦୋକାନ ,୪୦ ଦମକଳ ନିୟୋଜିତ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ନିଆଁକୁ ଆୟତ୍ତ କରିବା…

HCL ପକ୍ଷରୁ ବାହାରିଲା ୨୯୦ଟି ପଦବୀ, ଡିସେମ୍ବର ୧୨ ସୁଦ୍ଧା କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ପକ୍ଷରୁ ୨୯୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବ ନୋଟିଫିକେସନ…

କମିବାର ନାଁ ନେଉ ନାହିଁ ମିଳିମିଳା , ନେଇ ଚାଲିଛି ନିରୀହ ଶିଶୁ ମାନଙ୍କ ମୁଣ୍ଡ

ମହାରାଷ୍ଟ୍ରର: ମାୟନଗରୀ ମୁମ୍ବାଇ ପାଇଁ ମିଳିମିଳା ଏକ ବଡ଼ ବିପଦ ପାଲଟିଛି। ବିଏମସି କହିଛି ଯେ ଗୁରୁବାର ଦିନ ମୁମ୍ବାଇରେ ୧୯ ଟି ମିଳିମିଳା ରୋଗ ପଞ୍ଜିକୃତ ହୋଇଛି ଏବଂ ମିଳିମିଳା ରୋଗରେ ପୀଡିତ ଜଣେ ଆଠ ମାସର…