ଗିନିଜ ବୁକ ୱାର୍ଲ୍ଡରେ ସ୍ଥାନ ପାଇଲା ସବୁଠାରୁ ବୟସ୍କ ବିଲେଇ: ବୟସ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଏକ ବିଲେଇର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହି ବିଲେଇ ଦୁନିଆର ସବୁଠାରୁ ବୟସ୍କ ବିଲେଇ ବୋଲି ସୂଚନା ମିଳିଛି । ଏହି ବିଲେଇଟି ତାର ୨୭ ତମ ଜନ୍ମଦିନ ପାଳନ କରିବାକୁ ଯାଉଛି । ୧୯୯୫…