ଆଜି ଓଡ଼ିିଶାରେ ପହଁଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜଧାନୀରେ ଚାଲିଛି ପ୍ରସ୍ତୁତି
ଭୁବନେଶ୍ୱର: ଆଜି ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ୧୦ଟା ୫୦ମିନଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ରାଜଧାନୀରେ ପହଁଚିବା ପରେ ପ୍ରଥମେ ପୁରୀ ଯାଇ…