ପତ୍ନୀଙ୍କ ସହ ଚାନ୍ଦକୁ ଯିବେ ଦୁନିଆର ପ୍ରଥମ ସ୍ପେସ ଟୁରିଷ୍ଟ: ଏଲନ ମସ୍କଙ୍କ ସ୍ପେସକ୍ରାଫ୍ଟରେ ଟିକେଟ ବୁକ
ପ୍ରାୟ ସମସ୍ତ ଦମ୍ପତ୍ତି ପରସ୍ପରକୁ ଚାନ୍ଦକୁ ନେଇଯିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ବହୁତ କମ୍ ଲୋକ ଏହି ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୁଅନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଡେନିସ ଟିଟୋ ।…