ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ଅର୍ଥରାଶି: CBSE ପକ୍ଷରୁ ଆସିଲା ବଢ଼ିଆ ସ୍କଲାରସିପ୍ ସ୍କିମ୍
ନୂଆଦିଲ୍ଲୀ: ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଏକ ଭଲ ସ୍କଲାରସିପ ଯୋଜନା ଆସିଛି । ଏହି ଯୋଜନାରେ ବାଳିକାମାନଙ୍କୁ ପ୍ରତି ମାସରେ ଅର୍ଥରାଶି ପ୍ରଦାନ କରାଯିବ । ଏହି ଅର୍ଥ ରାଶି ଦୁଇବର୍ଷ ପାଇଁ ଜାରି ରହିବ ।…