କିୟାରାଙ୍କ ସହ ଶୀଘ୍ର ବିବାହ ରଚିବେ ସିଦ୍ଧାର୍ଥ ମାଲହୋତ୍ରା: ସାମ୍ନାକୁ ଆସିଲା ତାରିଖ!

ନୂଆଦିଲ୍ଲୀ: ବଲିଉଡର ପ୍ରେମୀଯୁଗଳ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିୟାରା ଆଡଭାନୀ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଦୁହିଁ ପ୍ରେମୀଙ୍କୁ ଏକାସାଙ୍ଗରେ ମୁମ୍ବାଇରେ ବୁଲୁଥିବାର ଓ ପରସ୍ପର ସହ…

କ୍ରିକେଟ ପରେ ସିନେମା ଦୁନିଆରେ ପାଦ ରଖିଲେ ଧୋନି: କରିବେ ଏହି ସବୁ ଷ୍ଟାରଙ୍କ ସହ କାମ…

ଭାରତୀୟ କ୍ରିକେଟର ସାନ୍ ଆଣ୍ଡ ଜାନ୍ କୁହାଯାଉଥିବା ମହେନ୍ଦ୍ର ସିଂ ଧୋନି ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ କ୍ରୀଡା ଜଗତ ଛାଡି ସିନେମା ଦୁନିଆରେ ପାଦ ରଖିବେ , ଯାହାକୁ ନେଇ ଚର୍ଚ୍ଚା…

ଭାରତ ପାଇଁ ସତର୍କ ଘଣ୍ଟି ବଜାଇଲା IMF: ୨୦୨୨-୨୩ ପାଇଁ ହ୍ରାସ କଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ୨୦୨୨ରେ ଭାରତର ଆନୁମାନିକ ବିକାଶ ଦରକୁ ହ୍ରାସ କରି ୬.୮ ପ୍ରତିଶତ କରି ଦେଇଛି। ସେହିପରି ଆଇଏମଏଫ ଅନୁମାନ କରୁଛି ଯେ, ୨୦୨୩ରେ ଭାରତର ବିକାଶ ଦର ୬.୧ ପ୍ରତିଶତ…

ମେଟାକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲେ ରୁଷ ସରକାର: ଲଗାଇଲେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ମେଟାକୁ ଆତଙ୍କବାଦୀ ଓ ଉଗ୍ରବାଦୀ ସଙ୍ଗଠନ ବୋଲି ଘୋଷଣା କରିଛି ରୁଷ । ସମାଚାର ଏଜେନ୍ସି ରଏଟର୍ସ ନିଜର ରିପୋର୍ଟରେ ଏହି ସୂଚନା ଦେଇଛି ଏବଂ କହିଛି ଯେ,…

ପୁରୁଷମାନେ ଶରୀରରେ ଦେଖାଦେଉଥିବା ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା: ନଚେତ୍ ପରେ କରିବେ ଅନୁତାପ

ଅନେକଥର ଶେଯରୁ ଉଠିବା ପରେ ଜ୍ୱର କିମ୍ବା ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଯାହାକୁ ଆମେ ସାଧାରଣତଃ ଅରଷଦଖା କରିଦେଉ । ଯଦି ଏପରି ସମସ୍ୟା ଆପଣଙ୍କୁ ବାରମ୍ବାର ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।…

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ସୂର୍ଯ୍ୟ ପରାଗ: ଜାଣନ୍ତୁ ଆପଣଙ୍କ ନାଁ ଅଛିକି ସାମିଲ୍

ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣକୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଥାଏ । ଏଥିପାଇଁ ଗ୍ରହଣ ଏବଂ ପରାଗ ସମୟରେ କିଛି ବି ଖାଦ୍ୟ,ପେୟ କିମ୍ବା ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ । ତେବେ ଚଳିତ…

ସ୍ପ୍ରାଉଟ୍ ଖାଇବା ଦ୍ୱାରା ହୋଇଥାଏ ଏହି ସମସ୍ୟା : ଏହି ଲୋକ ଭୁଲରେ ବି କରନ୍ତୁ ନାହିଁ ସେବନ

ସ୍ପ୍ରାଉଟ ଏପରି ଏକ ଖାଦ୍ୟ ଯାହାକୁ ଅନେକ ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି । କରାଣ ଏହି ସ୍ପ୍ରାଉଟରେ ପ୍ରୋଟିନ୍, ଫାଇବର, କ୍ୟାଲ୍ସିୟମ, ଭିଟାମିନ ପରି ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ଯାହା ଆମ…

ଦିନିକିଆ ସିରିଜ କବଜା କଲା ଭାରତ: ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଉପରେ କବଜା କରିଛି ଭାରତ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ…

କୋର୍ଟରେ ଆପତ୍ତିଜନକ ଫଟୋ ଦାଖଲ କଲେ ଓକିଲ, ୨୫ ହଜାର ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ଏକ ଦୁଷ୍କର୍ମ ମାମଲାର ବିଚାର ସମୟରେ କୋର୍ଟରେ ଆପତ୍ତିଜନକ ଫଟୋ ଦାଖଲ କରି ଜରିମାନାର ସମ୍ମୁଖିନ ହେଲେ ଓକିଲ। ଏହି ମାମଲାର ଶୁଣାଣି ସମୟରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପ୍ରମାଣ ଦାଖଲ କରିବାକୁ ଯାଇ ଓକିଲ ଏଭଳି…

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସ ଯେତେ ଘାଣ୍ଟୁଛି, ସେତେ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା…