ଏସ୍. ଜୟସଙ୍କର ଉପହାର ଦେଲେ ବିରାଟ କୋହଲିଙ୍କ ବ୍ୟାଟ୍, ଆଶ୍ଚର୍ଯ୍ୟ ହୋଇଗଲେ ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳିବାକୁ ପହଞ୍ଚିଛି। ସମାନ ସମୟରେ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟସଙ୍କର ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଜୟସଙ୍କର ସୋମବାର…