୮୪ ବଲ ବାକି ଥାଇ ୯ ୱିକେଟରେ ଜିତିଲା ଭାରତ: ସେମିରେ କଲା ଧମାକାଦାର ଏଣ୍ଟ୍ରି
ନୂଆଦିଲ୍ଲୀ: ମହିଳା ଏସିଆ କପ-୨୦୨୨ରେ ଜବରଦସ୍ତ ଶୋ’ ଜାରି ରଖିଛି ଟିମ ଇଣ୍ଡିଆ । ଥାଇଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ନିଜ ଦମ ଦେଖାଇଛି ଓମେନ ଇନ ବ୍ଲୁ । ୮୪ ବଲ ବାକି ଥାଇ ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି…