Aadharcardରେ କେତେ ଥର କରିପାରିବେ ପରିବର୍ତ୍ତନ ,ଆଉ ଜାଣନ୍ତୁ କିପରି ସହଜ ଉପାୟରେ କରିପାରିବେ ଏହି କାମ

ନୂଆଦିଲ୍ଲୀ :ଆଧାର ବିନା, ଆଜିର ସମୟରେ କୌଣସି ଆର୍ଥିକ କାର୍ଯ୍ୟର ସମାଧାନ କରିବା କଷ୍ଟକର। ଏହା ବର୍ତ୍ତମାନ ଆମର ପରିଚୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି । ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ମାଗଣା ଜମି ଦେବାକୁ ଦେଲେ ନିଷ୍ପତ୍ତି

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଦୁଇଟି ପ୍ରମୁଖ କାର୍ଯ୍ୟ ପାଇଁ ମାଗଣା ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ରାଜ୍ୟରେ ଯେଉଁ ରାଜପଥ ନିର୍ମାଣ ହେବ, ସେଥିପାଇଁ…

୧୬ ଅକ୍ଟୋବରରେ ବଦଳିବ ମଙ୍ଗଳ ଗ୍ରହଙ୍କ ଗତି: ଭାଗ୍ୟଶାଳୀ ହେବେ ଏହି ୩ ରାଶିର ବ୍ୟକ୍ତି, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ କିଛି…

୮୫ ଯାତ୍ରୀଙ୍କୁ ଯାଉଥିବା ବେଳେ ଓଲଟିଲା ଡଙ୍ଗା: ଚାଲିଗଲା ୭୬ ଜୀବନ, ଏବେବି ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ନାଇଜେରିଆର ଆନାମ୍ବ୍ରା ସହରରେ ଗୋଟିଏ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କୁହାଯାଉଛି ଯେ, ଡଙ୍ଗାରେ ସମୁଦାୟ ୮୫ ଜଣ ଥିଲେ ଏବଂ ବନ୍ୟା ଯୋଗୁଁ ଏହି ଦୁର୍ଘଟଣା…

ଗୁରୁ ନା ଦାନଵ :ପରୀକ୍ଷାରେ ଫେଲ ହେଲେ ବୋଲି ନିସ୍ତୁକ ପିଟିଲେ ଶିକ୍ଷକ,ଚାଲିଗଲା ନିରୀହ ଛାତ୍ରର ଜୀବନ

ନୋଏଡା:ଗ୍ରେଟର ନୋଏଡାରେ ଜଣେ ଶିକ୍ଷକଙ୍କୁ ମାଡ ମାରିବା କାରଣରୁ ଜଣେ ନିରୀହ ଛାତ୍ରଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

ପ୍ରାଇଭେଟ ସ୍କୁଲର ଶିକ୍ଷକଙ୍କୁ ମଧ୍ୟ ସରକାରୀ ସ୍କୁଲର ଶିକ୍ଷକଙ୍କ ପରି ସମାନ ଦରମା ପାଇବାର ଅଧିକାର ରହିଛି: ହାଇକୋର୍ଟ

ନୂଆଦିଲ୍ଲୀ: ଶିକ୍ଷକଙ୍କ ଦରମାକୁ ନେଇ ଦିଲ୍ଲୀ ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ, ଘରୋଇ ବା ପ୍ରାଇଭେଟ୍ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ କୌଣସି…

ଭେନେଜୁଏଲାରେ ଭୂସ୍ଖଳନ,୨୨ ମୃତ ୫୦ରୁ ଉର୍ଦ୍ଧ ନିଖୋଜ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଭଏନେଡୁଏଲାରେ ଭୁସ୍ଖଳନ ହୋଇଛି । ଫଳରେ ଏହି ଭିସ୍ଖଳନରେ ୨୨ ଜାଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ ଲୋକ ନିଖୋଜ ଥିବା ଜଣା ପଡିଛି । ତେବେ ପ୍ରବଳ ବର୍ଷା ହେତୁ ସେଠାରେ ଥିବା…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ଏକକାଳୀନ ଛଅଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଶ୍ରୀ ମାନସ ରଂଜନ ସାମଲଙ୍କ ଘରେ ଭିଜିଲାନ୍ସ । ମାନ୍ୟବର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ର ୩ ଡିଏସପି, ୧୧ ଇନ୍ସପେକ୍ଟର,୨ ସବ୍…

ଜରୁରୀକାଳୀନ ସେବା ପାଇଁ ୧୦୦ ନା ୧୦୧ ଠିକ୍ ? ଦ୍ୱନ୍ଦ୍ୱରେ ଶିକ୍ଷକ, ବିଦ୍ୟାର୍ଥୀ ଓ ଅଭିଭାବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜରୁରୀକାଳୀନ ସେବା ପାଇଁ ବ୍ୟବହାର କରାଯାଉଥିବା ୧୦୦ ଓ ୧୦୧ ନମ୍ବରକୁ ନେଇ ଏବେ ଦ୍ୱନ୍ଦରେ ବିଦ୍ୟାର୍ଥୀ । ଆଉ କାମ କରୁନି ଏହି ନମ୍ବର । କିନ୍ତୁ ସରକାରୀ ଓ କିଛି ବେସରକାରୀ ବିଦ୍ୟାଳୟରେ…

କେବେ ନିର୍ମାଣ ହୋଇଥିଲା ବିଶ୍ୱର ପ୍ରଥମ ହାତଘଣ୍ଟା ? ଜାଣନ୍ତୁ କେତେ ଥିଲା ଦାମ୍

ଅନେକ ଲୋକ ହାତରେ ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି । ଏମିତି ସମୟ ଥିଲା, ଯେତେବେଳେ କିଛି ବିଶିଷ୍ଟ ବ୍ୟକ୍ତି ହିଁ ହାତରେ ଘଣ୍ଟା ପିନ୍ଧୁଥିଲେ । କାରଣ ଘଣ୍ଟାର ଦାମ୍ ଏତେ ଥିଲା ଯେ ସାଧାରଣ ଲୋକ ଏହାକୁ ବ୍ୟବହାର…