ଦୁର୍ବ୍ୟବହାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଅଭିଯୁକ୍ତ ମହିଳାଙ୍କଠାରୁ କ୍ଷତିପୂରଣ ନେଇପାରିବେ: ହାଇକୋର୍ଟ

ନୂଆଦିଲ୍ଲୀ : ଦୁର୍ବ୍ୟହାର ମାମଲାରେ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦୁର୍ବ୍ୟବହାର ଅଭିଯୋଗରେ ଜଣେ ବ୍ୟକ୍ତି ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ଖାରଜ କରିବାକୁ ମନା…

ସେଲ୍‌ର ସ୍ୱତନ୍ତ୍ର ଷ୍ଟିଲରେ ଆଇଏନ୍ଏସ୍ ବିକ୍ରାନ୍ତ ନିର୍ମିତ, ଜାଣନ୍ତୁ ଓଡ଼ିଶା ସହିତ କ’ଣ ରହିଛି ଲିଙ୍କ୍

ରାଉରକେଲା(ଭାସ୍କର ନ୍ୟୁଜ୍): ଦେଶର ରାଷ୍ଟ୍ରାୟତ୍ତ ମହାରତ୍ନ ଇସ୍ପାତ ଉତ୍ପାଦକ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଯୁଦ୍ଧ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ପାଇଁ…

ଏକ ତରଫା ପ୍ରେମ ପାଇଁ ଭାଙ୍ଗି ଯାଇଛି କି ହୃଦୟ ?ଏହି ଉପାୟରେ କରନ୍ତୁ Move On

ପ୍ରତ୍ୟେକ ମଣିଷ ତା ଜୀବନରେ କାହାକୁ ନା କାହାକୁ ଭଲ ପାଇଥାଏ । ଏହି ସୁନ୍ଦର ଅନୁଭୁତିକୁ କେହି କେହି ପ୍ରକାଶ କରିପାରନ୍ତି ତ ଆଉ କେହି କେହି ଏହାକୁ ନିଜ ମନ ଭିତରେ ଲୁଚାଇ ରଖନ୍ତି । ଏଥି ସହିତ ଏହି ସୁନ୍ଦର ଅନୁଭୁତି…

ନିର୍ଜୀବ ପଦାର୍ଥ କ’ଣ କେବେ ଚାଲିପାରେ! ଆପେ ଆପେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳାଉଛି ପଥର

ନୂଆଦିଲ୍ଲୀ: ଆପଣମାନେ ଭାସୁଥିବା ପଥର ବିଷୟରେ ତ ନିଶ୍ଚିତ ଶୁଣିଥିବେ, କେବେ ଚାଲୁଥିବା ପଥର ବିଷୟରେ ଶୁଣିଛନ୍ତି କି? ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ନିର୍ଜୀବ ପଦାର୍ଥ କ’ଣ କେବେ ଚାଲିପାରେ!…

ବର୍ଦ୍ଧିତ ଜନସଂଖ୍ୟାକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦାବି ଏବେ ଜୋରଦାର ହେଉଛି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।…

କର୍ମଚାରୀଙ୍କୁ ପ୍ରତି ମାସରେ ବୋନସ୍ ଘୋଷଣା କଲେ ମାଲିକ

ନୂଆଦିଲ୍ଲୀ: ଏମିତି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଯେଉଁଠି ପ୍ରତି ଜିନିଷର ଦରଦାମ୍ ବଢ଼ି ଚାଲିଛି, ଆଉ ସମସ୍ତେ ଏଥିରେ ହନ୍ତସନ୍ତ ହେଉଛନ୍ତି, ଏତିକି ବେଳେ ଯଦି ଆମକୁ ଆମର ଅଫିସ୍ କି କମ୍ପାନୀରୁ କିଛି ଅର୍ଥ ସାହାଯ୍ୟ…

୪ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାର ୪ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ୮୯ ବ୍ୟାଚର ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ.ଏମ୍‌. ନର୍ଭେଣେ, ଅମ୍ରିତ ମୋହନ ପ୍ରସାଦ,…

ଫ୍ଲାଟ୍‌ରେ ବନ୍ଦ ହେଲା ଭାରତୀୟ ସେୟାର ବଜାର, ଆମେରିକାର ନିଯୁକ୍ତି ରିପୋର୍ଟ ଉପରେ ନିବେଶକଙ୍କ ନଜର

ମୁମ୍ବାଇ: ଆମେରିକାର ଚାକିରୀ ତଥ୍ୟକୁ ଅପେକ୍ଷା ସେୟାର ମାର୍କେଟ ସୂଚକାଙ୍କ ସମତଳ ରହିଛି। ଯାହା ଭବିଷ୍ୟତରେ ଫେଡେରାଲ ରିଜର୍ଭ ହାର ବୃଦ୍ଧି ହେବାର ସୂଚନା ଦେଇପାରେ। ସପ୍ତାହର ଶେଷ ବାଣିଜ୍ୟ ଦିନ ଅର୍ଥାତ ଶୁକ୍ରବାର ଦିନ…

ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

ରାୟଗଡ଼ା : କାର୍ଯ୍ୟରେ ଅବହେଳା, ଠିକ୍ ସମୟରେ ଲୋକଙ୍କୁ ସେବା ନଦେବା ଓ ଅଫିସ କାଗଜପତ୍ର ଠିକ୍ ନଥିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲର ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ ରଖିଛନ୍ତି ଜିଲ୍ଲାପାଳ ସ୍ୱଧା ଦେବ…

କୃତି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ମିଳିଲା ୧୭ କୋଟିର ବୃତ୍ତି: ବାଗଚୀ କହିଲେ, ‘କଠିନ ସମୟରେ ବିବ୍ରତ ହୁଅ ନାହିଁ’

କେନ୍ଦୁଝର: ଉଚ୍ଚ ହେବା ପାଇଁ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ତେବେ କଠିନ ସମୟରେ ଆଦୌ ବିବ୍ରତ ନହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର…