ଧନତେରସରେ ଭୁଲରେ କିଣନ୍ତୁ ନାହିଁ ଏହି ଜିନିଷ: ନଚେତ୍ ହୋଇଥାଏ ଅନେକ ସମସ୍ୟା
ହିନ୍ଦୁ ଧର୍ମରେ ପ୍ରତ୍ୟକ ପର୍ବ ପର୍ବାଣି ଏକ ବିଶେଷ ମୁହୂର୍ତ୍ତରେ ଆରମ୍ଭ ହୋଇଥାଏ । ଯାହାର ଅନେକ ଗୁରୁତ୍ୱ ରହିଥାଏ । ତେବେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳି ଧନତେରସରୁ ଆରମ୍ଭ ହେବ । କାର୍ତ୍ତିକ ମାସ କୃଷ୍ଣ…