ଦ୍ୱିତୀୟ ଟି-୨୦ ମ୍ୟାଚ ଉପରେ କଳାବାଦଲ: ବର୍ଷା ବିଗାଡିପାରେ ସିରିଜର ରୋମାଞ୍ଚ
ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ସରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବାକୁ ନେଇ ଦେଖା ଦେଇଛି ସଂକଟ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷାର କଳାବାଦଲ ମ୍ୟାଚକୁ ନେଇ ଆଶଙ୍କା ସୃଷ୍ଟି କରିଛି । ଯାହାକୁ ନେଇ ପ୍ରଶଂସକ ଏବଂ…