ମିଳିଲା କି’ ଏଲିୟନଙ୍କ ସନ୍ଧାନ ? ୮୨ ଘଣ୍ଟାରେ ମହାକାଶରୁ ଆସିଲା ୧୮୬୩ ରେଡିଓ ସିଗ୍ନାଲ: ବଢ଼ିଲା ରହସ୍ୟ..
ନୂଆଦିଲ୍ଲୀ: ମିଳିଲାକି ଏଲିୟନଙ୍କ ସନ୍ଧାନ?... ମହକାଶରୁ ପୃଥିବୀକୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ... ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ । ବୈଜ୍ଞାନିକଙ୍କୁ ଅନ୍ତରୀକ୍ଷର ଏକ କୋଣରୁ ଲଗାତାର ପୃଥିବୀକୁ ସିଗ୍ନାଲ ଆସୁଛି ।…