ଆନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେସନ୍(ISSF) ବିଶ୍ୱ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ: ଅକ୍ଟୋବର ୧୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଜିପ୍ଟର କାଇରୋ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେସନ୍ (ISSF) ବିଶ୍ୱ ଚାମ୍ପିଅନସିପ୍ ପାଇଁ ଦଳ ଘୋଷିତ ହୋଇଯାଇଛି | ୨…