ଗାୟିକାଙ୍କୁ ମହଙ୍ଗା ପଡିଲା ଧାର୍ମିକ ସ୍କୁଲର ଉପହାସ: ରାଷ୍ଟ୍ରପତିଙ୍କ ନିକଟରୁ ଆସିଲା ଏହି ଖବର

ତୁର୍କୀ: ଦେଶର ଧାର୍ମିକ ବିଦ୍ୟାଳୟକୁ ଉପହାସ କରି ଏବେ ଅଡୁଆରେ ପଡିଛନ୍ତି ତୁର୍କୀର ପ୍ରସିଦ୍ଧ ପପ୍ ଗାୟିକା ଗୁଲସେନ୍ । ସେ ଲୋକଙ୍କ ମନରେ ଘୃଣା ଏବଂ ଶତ୍ରୁତା ସୃଷ୍ଟି କରୁଥିବାରୁ ତୁର୍କୀ ପୋଲିସ ତାଙ୍କୁ ଗିରଫ କରିଛି…

ବିସିସିଆଇ ସେୟାର କଲା ୧୧ ଖେଳାଳିଙ୍କ ଫଟୋ, ପାକିସ୍ତାନ ବିପକ୍ଷ ମୁକାବିଲାର ଏ ହେଉଛନ୍ତି ଚୂଡାନ୍ତ ଏକାଦଶ !

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଆଜିଠୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ। ତେବେ ଟୁର୍ଣ୍ଣାମେଣ୍ଟର ପ୍ରକୃତ ରୋମାଞ୍ଚ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଦେଖିବାକୁ ମିଳିବ।…

Online Shopping କରୁଥିବା ଗ୍ରାହକମାନଙ୍କୁ ଝଟକା;ବନ୍ଦ ହେଲା …

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ଲୋକ ଅନଲାଇନ ସପିଙ୍ଗ ଉପରେ ଭରଷା କରୁଛନ୍ତି । ଘରୋଇ ସାମାଜିକ ବାଣିଜ୍ୟ କମ୍ପାନୀ ମେଶୋ ଭାରତରେ ଏହାର ଗ୍ରୋସରୀ ବ୍ୟବସାୟ ବନ୍ଦ କରିଥିବା ଜଣାଯାଇଛି। ଗଣମାଧ୍ୟମ…

ଅନ୍‌ଲାଇନ୍ ଗେମ୍‌ରୁ ଜିତିଥିବା ଟଙ୍କା ଉପରେ ଲାଗିବ ଟ୍ୟାକ୍ସ, ସୁଧ ସହିତ ୩୦% କର ଦେବାକୁ ହେବ

ନୂଆଦିଲ୍ଲୀ: ଭାରତରେ ୪ଜି ଆସିବା ପରଠୁ ପିଲାମାନଙ୍କ ମଧ୍ୟରେ ଅନ୍‌ଲାଇନ୍ ଗେମିଂ ପ୍ରତି ଆକର୍ଶଣ ଅହେତୁକ ଭାବରେ ବୃଦ୍ଦି ପାଇଛି। କରୋନା କାଳରେ ଲକଡାଉନ୍ ପରଠୁ ଏଥିରେ ଯଥେଷ୍ଟ ବୃଦ୍ଧି ପାଇଥିଲା। ତେବେ ବର୍ତ୍ତମାନ…

କେମିତି ହୋଇଥିଲା ଜୟଲଳିତାଙ୍କ ମୃତ୍ୟୁ ? ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଅରୁମୁଘସ୍ଵାମୀ ଆୟୋଗ

ଚେନ୍ନାଇ: ଜେ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଅରୁମୁଘସ୍ଵାମୀ ଆୟୋଗ ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ପ୍ରଦାନ କରିଛନ୍ତି। ଏହି ମାମଲାରେ ଆୟାଗ ୫୯୦ ପୃଷ୍ଠାର…

Video: ପିସି କାରାବାରର ଭିଡିଓ ହେଲା ଭାଇରାଲ , ପଞ୍ଚାୟତ ଅଧିକାରୀ ନିଲମ୍ବିତ

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ପିସି କାରବାର। ପଞ୍ଚାୟତ ନିର୍ବାହୀ ଅଧିକାରୀ ପିସି ମାଗୁଥିବା ନେଇ ଭିଡିଓ ହେଲା ଭାଇରାଲ। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ…

ହିନ୍ଦୀ ବନାମ ସାଉଥକୁ ନେଇ ଅନୁପମ ଖେରଙ୍କ ବଡ ବୟାନ: କହିଲେ ଏପରି କିଛି…

ମୁମ୍ବାଇ: ଅଭିନେତା ଅନୁପମ ଖେର ନିଜର ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ଚଳଚିତ୍ର ପାଇଁ କମ୍ ଏବଂ ବିଭିନ୍ନ ପ୍ରସଙ୍ଗରେ ମତାମତ ପାଇଁ…

Anorexia ରୋଗରେ ଶିକାର ହେଉଛନ୍ତି କି ଆପଣ? ଆପଣାନ୍ତୁ ଘରୋଇ ଟିପ୍ସ

ଭୁବନେଶ୍ୱର: ବେଳେବେଳେ କିଛି ଖାଇବାକୁ ଇଚ୍ଛା ହୋଇନଥାଏ । କିନ୍ତୁ ବାରମ୍ବାର ଖାଇବାକୁ ଇଚ୍ଛା ନହେଲେ , ଏହା ରୋଗ ହୋଇପାରେ ଯାହାକୁ ଆନୋରେକ୍ସିଆ କୁହାଯାଏ । ଏଥିରେ ବ୍ୟକ୍ତିକୁ କମ୍ ଭୋକ ଲାଗିଥାଏ ଓ ଭୋଜନର ସ୍ୱାଦ…

BWF World Championships 2022: ସାତ୍ଵିକ-ଚିରାଗଙ୍କ ଭାଙ୍ଗିଲା ସ୍ଵର୍ଣ୍ଣ ପଦକ ସ୍ଵପ୍ନ, କାଂସ୍ୟ ପଦକରେ ସନ୍ତୁଷ୍ଟ ଭାରତୀୟ ଯୋଡି

ନୂଆଦିଲ୍ଲୀ: ସାତ୍ଵିକ ସାଇରାଜ ରଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୁଗଳ ଯୋଡି ଶନିବାର ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୨ର ସେମି ଫାଇନାଲରେ ପରାଜୟ ଭୋଗିଛନ୍ତି। ଏହି ଭାରତୀୟ ଯୋଡିଙ୍କୁ ମାଲେସିଆର…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୫୬୩ଟି ନୂଆ ପଦବୀ ସୃଷ୍ଟି ପାଇଁ ଦେଲେ ଆଦେଶ

ଭୁବନେଶ୍ୱର:ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ…