ପରକୀୟା ପ୍ରୀତି ସାଜିଲା କାଳ! ସ୍ୱାମୀକୁ ମାରି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ବିରିୟାନୀରେ ପକାଇ ଖାଇଗଲା
ନୂଆଦିଲ୍ଲୀ: ଆଜିକାଲି ସ୍ୱାମୀ-ସ୍ତ୍ରୀ ଝଗଡ଼ା ହେବା ଓ ଅଲଗା ହୋଇଯିବା ଘଟଣା ତ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ଅନେକ ମାମଲାରେ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କ ଜୀବନ ନେବାକୁ ମଧ୍ୟ ପଚାନ୍ତି ନାହିଁ । ଏହାରି ମଧ୍ୟରେ…