ସ୍କୁଲରେ ହିଁ ମହିଳାଙ୍କ ସହ ରୋମାନ୍ସ କରୁଥିଲେ ଗୁରୁଜୀ: ଭାଇରାଲ ହୋଇଗଲା Video

ନୂଆଦିଲ୍ଲୀ: ଆଜିକାଲି କିଛି ଲୋକଙ୍କ ଖରାପ ଅଭ୍ୟାସ ଯୋଗୁଁ ଶିକ୍ଷକ ଭଳି ପବିତ୍ର ନାଁରେ କଳଙ୍କ ଲାଗିଯାଉଛି । ସେହିପରି ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାରେ ଜଣେ ଶିକ୍ଷକଙ୍କ ଅଶ୍ଲୀଳ କାମର ଏକ ଭିଡିଓ ସାମ୍ନାକୁ ଆସିଛି…

କାର୍ଯ୍ୟରେ ଅବହେଳା ଅଭିଯୋଗ, ଫାଣ୍ଡି ଅଧିକାରୀଙ୍କ ସହ ୪ କନେଷ୍ଟବଳ ନିଳମ୍ବିତ

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନ ଷ୍ଟେବଲଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା…

ଟଙ୍କା ପାଇଁ ବାସ୍ତୁ ଟିପ୍ସ: ଋଣରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରର ଏହି ସୁନିଶ୍ଚିତ ପ୍ରତିକାରଗୁଡିକ ଆପଣାନ୍ତୁ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ଗୁରୁତ୍ୱ ରହିଛି। ଅନେକ ଥର ଜଣେ ବ୍ୟକ୍ତିଙ୍କୁ ଅସୁବିଧା ଏବଂ ବାଧ୍ୟତାମୂଳକ କାରଣରୁ ଋଣ ନେବାକୁ ପଡେ। ବେଳେବେଳେ ଆମେ ଋଣ ନେଇଥାଉ କିନ୍ତୁ ଏହାକୁ ପରିଶୋଧ କରିବାରେ ଅସମର୍ଥ…

ରାଶିଫଳ(ଶୁକ୍ରବାର,୧୯ ଅଗଷ୍ଟ,୨୦୨୨)

ମେଷ - ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ,…

ବିଲୀନ ହୋଇଯିବ କି ଜୀବଜଗତ ? କମୁଛି ପୃଥିବୀର ଗତି, ବଢ଼ୁଛି ବୈଜ୍ଞାନିକଙ୍କ ଚିନ୍ତା

ନୂଆଦିଲ୍ଲୀ: ବିଲୀନ ହୋଇଯିବ କି ଜୀବଜଗତ ? କାହିଁକି କମୁଛି ପୃଥିବୀର ଗତି? କାହିଁକି ବଢୁଛି ପୃଥିବୀରେ ଦିନର ଅବଧି ? କ’ଣ ହୋଇପାରେ ଏହା ପଛର ରହସ୍ୟ ? ଏପରି ରହସ୍ୟ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବନି ତ ?…

ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ, ସ୍ୱାମୀ ଅଟକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜଧାନୀର ଖାରବେଳନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ତାଙ୍କ ତାଙ୍କ ଘରୁ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ…

୨୦୨୪ ସାଧାରଣ ନିର୍ବାଚନ: ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି ବିଜେଡି-ବିଜେପି, ୩୦ ଜିଲ୍ଲା ପାଇଁ ବିଜେଡିର ୬ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ନିଜର ରଣନୀତି ଆରମ୍ଭ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳ

ପୁରୀ,(ଭାସ୍କର ନ୍ୟୁଜ୍‌) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍‌ । ଶ୍ରୀ ପାଣ୍ଡିଆନ୍‌ ଗୁରୁବାର ସନ୍ଧ୍ୟାରେ ପୁରୀ ଗସ୍ତ କରି…

ଆସୁଛି ଆଉ ଏକ ବଡ଼ ବର୍ଷା: ଆଜିଠୁ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଆସୁଛି ଆଉ ଏକ ବଡ଼ ବର୍ଷା । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତୁଞ୍ଜୟ ମହାପାତ୍ର । ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ…

କିଷାନଙ୍କୁ ୧୨ତମ କିସ୍ତି କେବେ ମିଳିବ: ଜାଣନ୍ତୁ ଏହାର ତାରିଖ, ଅପଡେଟ୍

ନୂଆଦିଲ୍ଲୀ: ଯଦି ଆପଣ ପିଏମ୍ କିଷାନ ଯୋଜନାର ଲାଭାର୍ଥୀ ଅଟନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ପିଏମ୍ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ଯୋଜନାର ୧୨ତମ କିସ୍ତି ଖୁବଶୀଘ୍ର ରିଲିଜ୍ କରିବାକୁ ଯାଉଛନ୍ତି ।…