ପଞ୍ଚମ ଦିନରେ ବି ମାର୍କେଟରେ ଭଲ ପ୍ରଦର୍ଶନ: Airtel,Kotak Bank ଟପ୍ ଗେନର

ମୁମ୍ବାଇ: ଗ୍ଲୋବାଲ ମାନ୍ଦାବସ୍ଥା ସତ୍ତେ୍ୱ ଗୁରୁବାର ଲଗାତାର ୫ ଦିନରେ ସେନ୍ସେକ୍ସ ଏବଂ ନିଫ୍ଟି ଭଲ ପ୍ରଦର୍ଶନ କରିଛନ୍ତି । ଗୁରୁବାର କାରବାର ଆରମ୍ଭରେ ବିଏସଇ ସୂଚକାଙ୍କ ସେନ୍ସେକ୍ସ  ୬୦,୦୦୦ ପଏଣ୍ଟ ରହିଥିବାବେଳେ…

ଆହୁରି ଦୁଇ ଦିନ ଛେଚିବ ବର୍ଷା: ଲଘୁଚାପକୁ ନେଇ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଜଟିଳ ଥିବା ବେଳେ ଏାହ ଉପରେ ଆଉଏକ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁରାଜ୍ୟର ଅନେକ ଗାଁ ଏବେ…

ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ୧୫ ଦିନର ରିଲିଫ୍, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ବନ୍ୟାରେ ରାଜ୍ୟବାସୀ କଲବଲ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ବାସିନ୍ଦା ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏନେଇ ଆଜି ମୁଖ୍ୟମନ୍ତ୍ରୀ…

ଲୁଚି ଲୁଚି କେହି ଆପଣଙ୍କ କଲ୍ ରେକର୍ଡ କରୁନାହାନ୍ତି ତ? କେମିତି ଖୋଜି ବାହାର କରିବେ?

ଚଳିତବର୍ଷ କଲ୍ ରେକର୍ଡିଂ ଆପଗୁଡିକୁ ବନ୍ଦ କରି ଦେଇଛି ଗୁଗଲ । ତେବେ ଯଦି ଆପଣ ଗୁଗଲ ଡାଏଲର ଆପ ବ୍ୟବହାର କରୁଛନ୍ତି ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ପ୍ରଥମେ କୌଣସି ବ୍ୟକ୍ତିଙ୍କୁ କଲ୍ କରିବା ସମୟରେ ଏହାକୁ ରେକର୍ଡ…

ଶାରୀରିକ ସମ୍ପର୍କ ପରେ ପୁରୁଷଙ୍କୁ କାହିଁକି ନିଦ ଲାଗେ, ଜାଣନ୍ତୁ ଏନେଇ କ’ଣ କହୁଛି ବିଜ୍ଞାନ

ନୂଆଦିଲ୍ଲୀ: ସାଧାରଣ ଭାବେ ଦେଖାଯାଇଥାଏ ଯେ, ପୁରୁଷମାନେ ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଶୋଇ ଯାଆନ୍ତି । ଏପରି କାହିଁକି ହୁଏ, ଏନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ । ମହିଳା ପାର୍ଟନରଙ୍କ ସହ ସମ୍ବନ୍ଧ…

ସମୁଦ୍ର କୂଳରେ ଲାଗିଲା ସନ୍ଦିଗ୍ଧ ବୋଟ୍, ଭିତରୁ ମିଳିଲା ଏକେ-୪୭ ସହ ବିସ୍ଫୋରକ

ମହରାଷ୍ଟ୍ରର ରାୟଗଡ଼ ଜିଲ୍ଲା ହରିହରେଶ୍ୱର ସମୁଦ୍ର ଉପକୂଳରୁ ସନ୍ଦିଗ୍ଧ ବୋଟ୍ (suspect boat) ମିଳିବା ପରେ ଆତଙ୍କ ଖେଳିଯାଇଛି । ବୋଟରେ ଏକେ-୪୭, ରାଇଫଲ ଏବଂ କିଛି ଅଫୁଟା ଗୁଳି ମିଳିଛି । ଏହା ସହ ଡଙ୍ଗାରେ ବିସ୍ଫୋଟକ…

ଅତ୍ୟଧିକ ବ୍ୟାୟାମ କରିଲେ ହୋଇପାରେ ଏହି ସମସ୍ୟା, ଜାଣନ୍ତୁ…

ସାଧାରଣତଃ ଆମେ ଘରେ ବୟସ୍କ ଲୋକଙ୍କ ପାଦରେ ଯନ୍ତ୍ରଣା କିମ୍ବା ବ୍ୟଥା ହେଉଥିବା ବିଷୟରେ ଶୁଣି ଥିବେ । କେବଳ ଯେ ବୟସ୍କ ବ୍ୟକ୍ତିମାନେ ଏହି ବ୍ୟଥାର ସମ୍ମୁଖୀନ ହୁଅନ୍ତି ତାହା ନୁହେଁ । ଯୁବାବସ୍ଥାରେ ମଧ୍ୟ ଲୋକମାନେ ଏହି…

Service Charge ଆଦାୟ କରିପାରିବେ ରେଷ୍ଟୁରାଣ୍ଟ, କୋର୍ଟ ଲଗାଇଲେ CCPA ଙ୍କ ନିଷ୍ପତ୍ତି ଉପରେ ରୋକ୍

ନୂଆଦିଲ୍ଲୀ: ହୋଟେଲ ଏବଂ ରେଷ୍ଟୁରାଣ୍ଟ ଦ୍ୱାରା ଲଗାଯାଉଥିବା ସର୍ଭିସ୍ ଚାର୍ଜ(Service Charge) ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଦିଲ୍ଳୀ ହାଇକୋର୍ଟ ଏହି ରୋକ୍ କୁ ହଟାଇଛନ୍ତି । ସର୍ଭିସ ଚାର୍ଜ…

ସେପ୍ଟେମ୍ବର ୪ରେ ହେବ ASO ପରୀକ୍ଷା, ନୂଆ ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବନ୍ୟାର ତାଣ୍ଡବ ଏବେ ସାରା ରାଜ୍ୟକୁ ଗ୍ରାସ କରିଛି । ଜୁଆଡ଼େ ଦେଖିବ ଖାଲି ପାଣି । ବନ୍ୟା ଯୋଗୁଁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଘରୁ ବାହାରକୁ ବାହାରି ପାରୁ…

ନିଜ ଝିଅକୁ ବଳକ୍ରାର କରି ବାପା ଫେରାର,ଝିଅ କହିଲା ଏହା ପ୍ରଥମ ଥର ନୁହେଁ…

ରାଜସ୍ଥାନ:ବାପା ଆଉ ଝିଅର ସମ୍ପର୍କ ଏକ ନିବିଡ ଆଉ ପବିତ୍ର ସମ୍ପକ ଅଟେ । କିନ୍ତୁ ବର୍ତ୍ତମାନ୪ ସମୟରେ କିଛି ଲୋକ ଏହାକୁ କଳୁଷିତ କରିବାରେ ଲାଗିଲେଣି । ନିଜର କାମନା ନିଆଁଙ୍କୁ ଲିଭାଇବା ବାପା ଏତେ ତଳକୁ ଖସିଯିବେ ବୋଲି…