(Video) ଘାଇ ସାଜିଲା କାଳ: ରାତିର ଅନ୍ଧାରରେ ଗାଁ ଭିତରକୁ ମାଡ଼ି ଆସିଲା ବନ୍ୟାପାଣି, ଆଉ ତା’ପରେ ଧୋଇନେଲା …
ପୁରୀ : ରାଜ୍ୟରେ ବନ୍ୟା ସ୍ଥିତି ଯୋଗୁଁ ଘରଦ୍ୱାର ସମେତ ଫସଲ ଧୋଇ ନେଇଛି ପାଣି । ଆଖିରେ ଜକେଇ ଆସୁଛି ଲୁହ । ମନରେ ଅସମ୍ଭାଳ କୋହ । କାରଣ ସର୍ବଗିଳା ବନ୍ୟା ପାଣି ଧସେଇ ପଶିଛି ଏମାନଙ୍କ ଘର ଭିତରେ । ଉଜାଡ଼ି ଦେଇଛି…