କେବଳ ମଣିଷ ନୁହନ୍ତି, ମାଙ୍କଡ଼ମାନେ ମଧ୍ୟ ଯୌନ ତୃପ୍ତି ପାଇଁ Sex Toy ବ୍ୟବହାର କରନ୍ତି, ରିସର୍ଚ୍ଚରୁ ଖୁଲାସା
ନୂଆଦିଲ୍ଲୀ: ଉଭୟ ପୁରୁଷ ଓ ମହିଳାମାନେ ସେକ୍ସ ଟଏ ବ୍ୟବହାର କରୁଥିବା ଆପଣମାନେ ଜାଣିଛନ୍ତି । ତେବେ ପଶୁମାନେ ଏଥିରୁ ବାଦ୍ ପଡ଼ିନାହାନ୍ତି । ମାଙ୍କଡ଼ମାନେ ମଧ୍ୟ ନିଜର ଯୌନ ତୃପ୍ତି ପାଇଁ ସେକ୍ସ ଟଏ ବ୍ୟବହାର କରୁଛନ୍ତି ।…