ନୌସେନାର ମହିଳା ଅଧିକାରୀ ରଚିଲେ ଇତିହାସ, ପ୍ରଥମ ଥର ସଂପୂର୍ଣ୍ଣ କଲେ ସାମୁଦ୍ରିକ ମିଶନ
ନୂଆଦିଲ୍ଲୀ: ଆଜିକା ସମୟରେ ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ନାହାଁନ୍ତି । ପ୍ରଥମ ଥର ପାଇଁ ଭାରତୀୟ ନୌସେନାର ମହିଳା ଅଧିକାରୀମାନେ ଉତ୍ତର ଆରବ ସାଗରରେ ଆତ୍ମନିର୍ଭରଶୀଳ ହୋଇ ସାମୁଦ୍ରିକ…